ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଭାରତୀୟ ନୌସେନାର ଶକ୍ତି ବୃଦ୍ଧିରେ ଚୀନ ଭୟଭୀତ ? କହିଲା – ଭାରତ ସହ ଆମର ଶତ୍ରୁତା ନାହିଁ

ବେଜିଂ : ସମୁଦ୍ରରେ ଚୀନ୍‌ର ଶକ୍ତି ବୃଦ୍ଧିକୁ ରୋକିବା ପାଇଁ ଭାରତର କାଉଣ୍ଟର ପ୍ଲାନରେ ଏବେ ଭୟଭୀତ ହୋଇଛି ଚାଇନା। ଚୀନ୍‌ର ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ ସେନାର ବରିଷ୍ଠ ଅଧିକାରୀଙ୍କୁ କୋଟ୍‌ କରି କୁହାଯାଇଛି କି, ଯଦି ଭାରତ ନଉସୁକାଏ ତ ତାର କେହି ଶତ୍ରୁ ନାହାନ୍ତି। ସେପଟେ ଏହି ରିପୋର୍ଟରେ ଭାରତର ଏୟାରକ୍ରାଫ୍ଟ କ୍ୟାରିୟର ଏବଂ ଆଗାମୀ ପ୍ଲାନର ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଭାରତୀୟ ନୌସେନା ପାଖରେ ପୂର୍ବରୁ ଦୁଇଟି ବିମାନ ବାହକ ଜାହାଜ ରହିଛି। ଆଇଏନଏସ ବିକ୍ରମାଦିତ୍ୟ ଓ ଆଇଏନଏସ ବିକ୍ରାନ୍ତ। ଭାରତ ଏବେ ୪୦ହଜାର କୋଟି ଟଙ୍କାର ମୂଲ୍ୟରେ ନୂଆ ଏୟାରକ୍ରାଫ୍ଟ କ୍ୟାରିୟର ତିଆରି କରିବାକୁ ପ୍ରସ୍ତୁତି କରୁଛି। ଏହାର କାରଣ ୪୫ ହଜାର ଟନ୍‌ ହେବ , ଯାହା କି କୋଚ୍ଚିର ସିପ୍‌ୟାର୍ଡରେ ତିଆରି କରାଯିବ। 

ଗ୍ଲୋବାଲ ଟାଇମ୍ସ ମୁତାବିକ, ବ୍ଲୁମବର୍ଗ ନିଜର ଏକ ରିପୋର୍ଟରେ କହିଥିଲା କି , ଭାରତ ହିନ୍ଦୁ ମହାସାଗରରେ ଚୀନ୍‌ର ଶକ୍ତି ବୃଦ୍ଧିକୁ ରୋକିବା ପାଇଁ ଏବେ ନିଜର ଉପସ୍ଥିତି ହାଜିର କରୁଛି। ଭାରତ ପ୍ରଥମ ଥର ହିନ୍ଦୁ ମହାସାଗରରେ ପାଟ୍ରୋଲିଂ ପାଇଁ ଏତେ ବଡ଼ ସ୍ତରରେ ଜାହାଜ ମୁତୟନ କରୁଛି। ବେଜିଂର ଜଣେ ଏକ୍ସପର୍ଟ କହିଛନ୍ତି, ସାରା ବିଶ୍ୱରେ ଅଧିକାଂଶ ଦେଶ ନିଜ ନିଜର ଏୟାରକ୍ରାଫ୍ଟ କ୍ୟାରିୟର ତିଆରି କରି ପାରି ନାହାନ୍ତି। ଭାରତ ପାଖରେ ଯଦି କ୍ଷମତା ଅଛି ତ ତାକୁ ନେଭିର ଶକ୍ତି ବୃଦ୍ଧି କରିବାକୁ ବ୍ୟବହାର କରିବା ଉଚିତ। କିନ୍ତୁ ଯଦି ଏସବୁ କେବଳ ଚୀନର ଟାର୍ଗେଟ୍‌ କରିବାକୁ କରାଯାଇଛି ତ ଏହା ଏକ ସଂକୀର୍ଣ୍ଣ ଭାବନା। 

ଏକ୍ସପର୍ଟଙ୍କ ଅନୁସାରେ କୁହାଯାଇଛି , ଚୀନର ନ୍ୟାସନାଲ ଡିଫେନ୍ସ ପଲିସ୍‌ ରକ୍ଷାତ୍ମକ। ଯଦି ଭାରତ ଚୀନକୁ ନଉସୁକାଏ ତ ଚୀନ୍‌ ଏହାକ ଶତ୍ରୁ ନୁହେଁ। ନିଜର ସଫେଇରେ ଚୀନ କହିଛି କି ହିନ୍ଦୁ ମହାସାଗରରେ ଚାଇନା ପିଏଲଏର ଉପସ୍ଥିତି ଭାରତକୁ ଧମକାଇବା ପାଇଁ ନୁହେଁ , ଏହା କେବଳ ସୁରକ୍ଷା, ବ୍ୟାପାରିକ ସହଯୋଗ ଓ ମାନବୀୟ ସହାୟତା ପାଇଁ ଅଛି, ଯାହାର ଲାଭ ଭାରତକୁ ବି ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.