ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଖୋଲିବ ରାତ୍ରିକାଳୀନ ପ୍ଲିଂ ମାର୍କେଟ ମଜା ନେବେ ରାଜଧାନୀବାସୀ, ଖାଦ୍ୟ ସାଙ୍ଗକୁ ଜମିବ ନାଚଗୀତ

ଭୁବନେଶ୍ୱର,୩୦/୦୧: ରାତିରେ ମାର୍କେଟିଂର ମଜା ନେବେ  ସହରବାସୀ । ଖାଦ୍ୟ ସାଙ୍ଗକୁ ନାଚଗୀତ ଜମିବ । ଫେବୃଆରୀ ୩ରୁ ୮ ତାରିଖ  ପର୍ଯ୍ୟନ୍ତ ଏକାମ୍ରହାଟରେ ଖୋଲିବାକୁ ଯାଉଛି  ନାଇଟ୍‌ ବଜାର । ବିଡିଏ ପକ୍ଷରୁ ଏନେଇ ଚୂଡାନ୍ତ ପ୍ରସ୍ତୁତି ସରିଛି । 

ଓଡିଆ ବିଶ୍ୱ  ଭାଷା ସମ୍ମିଳନୀ ଯେତେ ପାଖେଇ ଆସୁଛି ସହର ସତେ ଚମକୁଛି । ସହରରେ ରାତିରେ ବଜାର ଖୋଲିବ । ଭଳିକି ଭଳି ଖାଦ୍ୟ ମେଲିବ । ଦେଶ ତଥା ବିଦେଶର ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲର ମଜା ନେବେ ସହରବାସୀ । ସେହିପରି ରାତିରେ  ସପିଂ କରି ପାରିବେ ସହରବାସୀ । ବିଭିନ୍ନ ପ୍ରକାର ଷ୍ଟଲ ଖୋଲିବ ।  ହସ୍ତଶିଳ୍ପ ସାମଗ୍ରୀ ବଜାର ପଡିବ । ଖାଲି ସପିଂ ନୁହେଁ, ନାଚଗୀତର ଆସର ମଧ୍ୟ  ଜମିବ । ଦୁଲୁକିବ ପୁରା ସହର । ଯୁବବର୍ଗ ଏହି ମହୋତ୍ସବର ମଜା ନେବେ ।

Also Read :-

ଫେବ୍ରୁଆରୀ ୧୬ରୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା, ଦୁଲୁକିବ ଯାତ୍ରା ପେଣ୍ଡାଲ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.