ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଖୋଲିବ ରାତ୍ରିକାଳୀନ ପ୍ଲିଂ ମାର୍କେଟ ମଜା ନେବେ ରାଜଧାନୀବାସୀ, ଖାଦ୍ୟ ସାଙ୍ଗକୁ ଜମିବ ନାଚଗୀତ

ଭୁବନେଶ୍ୱର,୩୦/୦୧: ରାତିରେ ମାର୍କେଟିଂର ମଜା ନେବେ  ସହରବାସୀ । ଖାଦ୍ୟ ସାଙ୍ଗକୁ ନାଚଗୀତ ଜମିବ । ଫେବୃଆରୀ ୩ରୁ ୮ ତାରିଖ  ପର୍ଯ୍ୟନ୍ତ ଏକାମ୍ରହାଟରେ ଖୋଲିବାକୁ ଯାଉଛି  ନାଇଟ୍‌ ବଜାର । ବିଡିଏ ପକ୍ଷରୁ ଏନେଇ ଚୂଡାନ୍ତ ପ୍ରସ୍ତୁତି ସରିଛି । 

ଓଡିଆ ବିଶ୍ୱ  ଭାଷା ସମ୍ମିଳନୀ ଯେତେ ପାଖେଇ ଆସୁଛି ସହର ସତେ ଚମକୁଛି । ସହରରେ ରାତିରେ ବଜାର ଖୋଲିବ । ଭଳିକି ଭଳି ଖାଦ୍ୟ ମେଲିବ । ଦେଶ ତଥା ବିଦେଶର ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲର ମଜା ନେବେ ସହରବାସୀ । ସେହିପରି ରାତିରେ  ସପିଂ କରି ପାରିବେ ସହରବାସୀ । ବିଭିନ୍ନ ପ୍ରକାର ଷ୍ଟଲ ଖୋଲିବ ।  ହସ୍ତଶିଳ୍ପ ସାମଗ୍ରୀ ବଜାର ପଡିବ । ଖାଲି ସପିଂ ନୁହେଁ, ନାଚଗୀତର ଆସର ମଧ୍ୟ  ଜମିବ । ଦୁଲୁକିବ ପୁରା ସହର । ଯୁବବର୍ଗ ଏହି ମହୋତ୍ସବର ମଜା ନେବେ ।

Also Read :-

ଫେବ୍ରୁଆରୀ ୧୬ରୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା, ଦୁଲୁକିବ ଯାତ୍ରା ପେଣ୍ଡାଲ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.