ପ୍ରମୁଖ ଖବର
  • ପଦ୍ମ ଧରିଲେ ପ୍ରଶାନ୍ତ ଜଗଦେବ, ବିଜେଡିରୁ ହୋଇଥିଲେ ୨ ଥରର ବିଧାୟକ
  • ||
  • ରତ୍ନଭଣ୍ଡାର ଅଳଙ୍କାର ଲିଷ୍ଟ ପାଇଁ କମିଟି ଗଠନ, ୧୨ ଜଣିଆ କମିଟି ଗଠନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ମହାରାଜ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଛି ମିଟିଂ
  • ||
  • ମାର୍ଚ୍ଚ ୫​‌ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚଣ୍ଡିଖୋଲର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • ହିମାଚଳର ୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସଦସ୍ୟତା ରଦ୍ଦ
  • ||
  • ଉଦଳା: ସ୍କୁଟି- ବାଇକ୍ ଧକ୍କାରେ ଚାଲିଗଲା ୩ ଜଣ ଜୀବନ
  • ||
  • ୧୦ ବର୍ଷର ପ୍ରତୀକ୍ଷାର ଅନ୍ତ: ଆଜି ବକ୍ସ ଡ୍ରେନ୍‌ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ୪୫୦ କୋଟିରେ ହୋଇଛି ନିର୍ମାଣ
  • ||
  • ଭିଜିଲାନ୍ସ ଜାଲରେ ରାଉରକେଲା ESIC ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ବିଜେପି ସିଇସିର ପ୍ରଥମ ବୈଠକ: ଆଜି ୧୨୦ ପ୍ରାର୍ଥୀଙ୍କ ତାଲିକା ଜାରି କରିପାରେ ଦଳ
  • ||
  • ପଦ୍ମ ଧରିବେ ପ୍ରଶାନ୍ତ, ମନ୍ମଥ ! ଖୁବଶୀଘ୍ର ହୋଇପାରେ କିଛି ବଡ଼ ଘୋଷଣା
  • ||
  • ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା, ଫ୍ୟାନ୍‌ରେ ଝୁଲିପଡିଲେ ପ୍ରଦୀପ କୁମାର ଘୋଷ
  • ||
  • ସରିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ଆଜି ବିଦାୟ ନେବେ ୬ ଅପେରା ପାର୍ଟି
  • ||
  • ଟ୍ରକ୍ ସହ ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୬ ଗୁରୁତର
  • ||
  • WPL-2024: ବିଜୟ ଖାତା ଖୋଲିଲା ୟୁପି ଓ୍ୱାରିୟର୍ସ, ୭ ୱିକେଟ୍‌ରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ
  • ||
  • ଝଲସୁଛି ଉତ୍କଳ ବିଶ୍ୱବିଦ୍ୟାଳୟ, ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ରାଜ୍ୟର ୫ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, ଉପକୂଳ ଓଡ଼ିଶାରେ ବଢ଼ିବପାରେ ତାତି
  • ||

ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା, ମାନହାନି ମାମଲାରେ ଜିନ୍ କ୍ୟାରୋଲଙ୍କୁ ୬୯୨ କୋଟି ଦେବାକୁ ନିର୍ଦ୍ଦେଶ

ୱାଶିଂଟନ୍, ୨୭/୦୧: ଯୌନ ଉତ୍ପୀଡ଼ନ ଓ ମାନହାନିର ଗୋଟିଏ ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ରାୟ ଶୁଣାଇଛନ୍ତି କୋର୍ଟ । ଶୁକ୍ରବାର ମ୍ୟାନହଟନ ସଂଘୀୟ କୋର୍ଟ ଦେଇଥିବା ରାୟ ଟ୍ରମ୍ପଙ୍କ ବିପକ୍ଷରେ ଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଲେଖିକା ଇ. ଜିନ୍ କ୍ୟାରୋଲଙ୍କୁ, ଟ୍ରମ୍ପ ମାନହାନି ମାମଲାରେ ଅନୁକମ୍ପା ରାଶି ଭାବେ ୮୩.୩ ମିଲିୟନ୍ ଡଲାର୍ (୬୯୨ କୋଟି) ଦେବେ ।

ଲେଖିକା ଜିନ୍ କ୍ୟାରୋଲଙ୍କ ପକ୍ଷରୁ ମାନହାନି ପାଇଁ ୧୦ ମିଲିୟନ୍ ଡଲାର ଦାବି କରାଯାଇଥିଲା । କିନ୍ତୁ କୋର୍ଟ ଦାବି ଠାରୁ ଅନେକ ଗୁଣ ୮୩.୩ ମିଲିୟନ୍ ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ରାୟକୁ ହାସ୍ୟାସ୍ପଦ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ରାୟକୁ ଚ୍ୟାଲେଞ୍ଜ କରି ଟ୍ରମ୍ପ ପୁଣି ଅପିଲ୍ କରିବେ ବୋଲି କହିଛନ୍ତି ।

ଦଣ୍ଡ ବିଧାନ ବାବଦକୁ ୬୫ ମିଲିୟନ୍ ଡଲାର୍, କ୍ଷତିପୂରଣ ବାବଦକୁ ୭.୩ ମିଲିୟନ୍ ଡଲାର୍, ସମ୍ମାନ କ୍ଷୂର୍ଣ୍ଣ ପାଇଁ ୧୧ ମିଲିୟନ୍ ଡଲାର୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ କୋର୍ଟ ରାୟ ଦେବା ସମୟରେ ଉପସ୍ଥିତ ନଥିଲେ ଡୋନାଲ୍ଡ ଟ୍ରମ୍ପ । ତେବେ ରାୟ ଆସିବା ପରେ ସୋସିଆଲ୍ ମିଡିଆରେ ଟ୍ରମ୍ପ କହିଛନ୍ତି, ସେ ଅପିଲ୍ କରିବେ । ଇ. ଜିନ୍ କ୍ୟାରୋଲ କହିଛନ୍ତି, ଏହା ସମସ୍ତ ମହିଳାଙ୍କ ବିଜୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.