ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅନୁଗୁଳ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ: ବିପୁଳ ପରିମାଣ ବିଦେଶୀ ମଦ ଜବତ, ୬ ଗିରଫ

ଅନୁଗୁଳ ୧୯/୦୪: ଅନୁଗୁଳ ପୁଲିସ ଦ୍ୱାରା ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ୪ ଲକ୍ଷ ଟଙ୍କା ଜବତ ହୋଇଥିବା ଏନେଇ କିଶୋରନଗର ଥାନା ପୁଲିସ ସୂଚନା ମିଳିଛି। 

ସୂଚନା ମୁତାବକ,ଅନଗୁଳ କିଶୋରନଗର ଥାନା ଅନ୍ତର୍ଗତ କୁମୁରସିଙ୍ଗା,ହଣ୍ଡପା ଥାନା,ଠାକୁରଗଡ଼ ଥାନା,ଆଠମଲ୍ଲିକ ଥାନାର ଆଦି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୪୦୦ ଲିଟର ବିଦେଶୀ ମଦ ଓ ୬ ଜଣ ବେପାରିଙ୍କୁ ଗିରଫ କରାଯାଇଛି। ଏଥିସହିତ ଦେଶୀ ମଦ ଭର୍ତ୍ତି ଦୁଇଟି ଫ୍ରିଜ ଜବତ କରାଯାଇଛି। ଏହି ମାମଲାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରାଯାଇଛି। ଏନେଇ ଅନୁଗୁଳ ଅତିରିକ୍ତ ଏସ୍ପି ସତ୍ୟଜିତ ମିଶ୍ର ସୂଚନା ଦେଇଛନ୍ତି। 


  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.