ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୮ ରୁ ୨୪ ସିଟ୍‌ରେ ଜିତିବ ବିଜେଡି : ଭି.କେ ପାଣ୍ଡିଆନ

ଭୁବନେଶ୍ୱର, ୧୪।୦୫ : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ପ୍ରତିକ୍ରିୟା। ଭି.କେ ପାଣ୍ଡିଆନ କହିଛନ୍ତି ଯେ, ୨୮ ସିଟ୍‌ରୁ ୨୪ ସିଟ୍‌ରେ ବିଜେଡି ଜିତିବ। ଗତଥର ୨୦ଟି ଆସନ ଜିତିଥିଲୁ, ଏଥର ୨୪ଟି ଆସନରେ ଜିତିବୁ। ୪ଟି ପର୍ଯ୍ୟାୟରେ ବିଜେଡି କ୍ଲିନ୍ ସ୍ବିପ୍ କରିବ। ଏବେ ରାଜ୍ୟରେ ଅଛି ନବୀନ ୱେଭ୍। ମୁଖ୍ୟମନ୍ତ୍ରୀଙ୍କ ଭଲ କାମ ଓ ଲୋକପ୍ରିୟତା ପାଇଁ ଦଳ ଜିତିବ। ଲୋକସଭାରେ ପୂର୍ବ ତୁଳନାରେ ଅଧିକ ସିଟ୍ ଜିତିବୁ।


ସେପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସମସ୍ତ ୪ଟି ଲୋକସଭା ଜିତିବା ସହ ୨୮ ବିଧାନସଭା ଆସନରୁ ୧୮ଟିରେ ଜିତିବା ନେଇ ବିଜେପିର ଦମ୍ଭୋକ୍ତି । ମୋଟ ୨୧ ଲୋକସଭା ମଧ୍ୟରୁ ୧୬ରୁ ଅଧିକ ଲୋକସଭା ଜିତିବୁ ବୋଲି କହିଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର । ସେ କହିଛନ୍ତି ଯେ, ବିଧାନସଭାରେ ସ୍ପଷ୍ଟ ବହୁମତ ବିଜେପି ସପକ୍ଷରେ ଯିବ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.