ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

୨୮ ରୁ ୨୪ ସିଟ୍‌ରେ ଜିତିବ ବିଜେଡି : ଭି.କେ ପାଣ୍ଡିଆନ

ଭୁବନେଶ୍ୱର, ୧୪।୦୫ : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ପ୍ରତିକ୍ରିୟା। ଭି.କେ ପାଣ୍ଡିଆନ କହିଛନ୍ତି ଯେ, ୨୮ ସିଟ୍‌ରୁ ୨୪ ସିଟ୍‌ରେ ବିଜେଡି ଜିତିବ। ଗତଥର ୨୦ଟି ଆସନ ଜିତିଥିଲୁ, ଏଥର ୨୪ଟି ଆସନରେ ଜିତିବୁ। ୪ଟି ପର୍ଯ୍ୟାୟରେ ବିଜେଡି କ୍ଲିନ୍ ସ୍ବିପ୍ କରିବ। ଏବେ ରାଜ୍ୟରେ ଅଛି ନବୀନ ୱେଭ୍। ମୁଖ୍ୟମନ୍ତ୍ରୀଙ୍କ ଭଲ କାମ ଓ ଲୋକପ୍ରିୟତା ପାଇଁ ଦଳ ଜିତିବ। ଲୋକସଭାରେ ପୂର୍ବ ତୁଳନାରେ ଅଧିକ ସିଟ୍ ଜିତିବୁ।


ସେପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସମସ୍ତ ୪ଟି ଲୋକସଭା ଜିତିବା ସହ ୨୮ ବିଧାନସଭା ଆସନରୁ ୧୮ଟିରେ ଜିତିବା ନେଇ ବିଜେପିର ଦମ୍ଭୋକ୍ତି । ମୋଟ ୨୧ ଲୋକସଭା ମଧ୍ୟରୁ ୧୬ରୁ ଅଧିକ ଲୋକସଭା ଜିତିବୁ ବୋଲି କହିଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର । ସେ କହିଛନ୍ତି ଯେ, ବିଧାନସଭାରେ ସ୍ପଷ୍ଟ ବହୁମତ ବିଜେପି ସପକ୍ଷରେ ଯିବ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.