ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

‘ଭୁଲ୍ ହୋଇଗଲା...’, ମାନହାନୀ ମାମଲାରେ ସୁପ୍ରିମକୋର୍ଟଙ୍କୁ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ

ନୂଆଦିଲ୍ଲୀ,୨୬।୨: ବିଜେପିର ଆଇଟି ସେଲ୍‌ ସହ ଜଡିତ ମାନହାନୀ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିଜର ଦୋଷ ସ୍ବୀକାର କରିଛନ୍ତି। ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ସେ କଥିତ ଅପମାନଜନକ ଭିଡିଓକୁ ରିଟ୍ବିଟ୍ କରି ଭୁଲ କରିଛନ୍ତି। ଏହାପରେ ସୁପ୍ରିମକୋର୍ଟ ଟ୍ରାଏଲ କୋର୍ଟରେ ଏହି ମାମଲାର ଶୁଣାଣି ଉପରେ ୧୧ ମାର୍ଚ୍ଚ ପର୍ଯ୍ୟନ୍ତ ରୋକ୍ ଲଗାଇ ଦେଇଛନ୍ତି।

କେସ୍‌କୁ ରଦ୍ଦ କରିବାର ଆବେଦନ ହାଇକୋର୍ଟରୁ ଖାରଜ ହେବାପରେ କେଜ୍ରିଓ୍ବାଲ ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ତ ହୋଇଛନ୍ତି। ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାନହାନୀ ମାମଲା ଦାଖଲ କରି ଅଭିଯୋଗକାରୀଙ୍କୁ ପଚାରିଛନ୍ତି, କ’ଣ ସେ କେଜ୍ରିଓ୍ବାଲଙ୍କ ଦ୍ବାରା ନିଜ ଭୁଲ ସ୍ବୀକାର କରିବାକୁ ଦୃଷ୍ଟି ରଖି ମାମଲାକୁ ବନ୍ଦ କରିବାକୁ ଚାହୁଁଛନ୍ତି।

ଏହି ମାମଲା ୨୦୧୮ର। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ୟୁଟ୍ୟୁବର ଧ୍ରୁବ ରାଠିଙ୍କ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ରିଟ୍ବିଟ୍ କରିଥିଲେ। ସୋସିଆଲ ମିଡିଆ ପେଜ୍ ‘ଆଇ ସର୍ପୋଟ ନରେନ୍ଦ୍ର ମୋଦି’ର ଫାଉଣ୍ଡର ବିକାଶ ସଂକୃତାୟନ କେଜ୍ରିଓ୍ବାଲଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲେ। ସେ ଦାବି କରିଥିଲେ, ରାଠି ଏକ ଭିଡିଓରେ ତାଙ୍କ ଉପରେ ଅପମାନଜନକ ଅଭିଯୋଗ ଲଗାଇଥିଲେ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥ୍ୟକୁ ନପରଖି ଭିଡିଓ ସେୟାର କରିଥିଲେ। ବିକାଶ କହିଛନ୍ତି, ଏହାଦ୍ବାରା ତାଙ୍କ ଛବି ଖରାପ ହୋଇଛି।

ନିମ୍ନ ଅଦାଲତ ପ୍ରଥମେ ଏହାକୁ ମାନହାନୀକାରକ ବୋଲି କହିଛନ୍ତି କେଜ୍ରିଓ୍ବାଲଙ୍କୁ ସମନ ପଠାଇଥିଲେ। କେଜ୍ରିଓ୍ବାଲ ସମନ ବିରୋଓରେ ସେସନ୍ କୋର୍ଟ ଯାଇଥିଲେ, କିନ୍ତୁ ତାଙ୍କ ଦାବି ଖରାପ କରି ଦିଆଯାଇଥିଲା। ଏହାପରେ ସେ ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାଖଲ କରିଥିଲେ। ଫେବୃଆରୀ ପ୍ରଥମ ସପ୍ତାହରେ ହାଇକୋର୍ଟରୁ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିରାଶ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.