ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

କ୍ରିକେଟ ପୂର୍ବରୁ ଖେଳ ଥିଲା, କିନ୍ତୁ ଏବେ... ଶାହିଦ ଅଫରିଦ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୨/୬ :  ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଅଫରିଦ ଏବେ ଟି-୨୦ବିଶ୍ବକପ ୨୦୨୪ର ଆମ୍ବାସଡର ହେବା କରଣରୁ ଓ୍ବେଷ୍ଟଇଣ୍ଡିଜ ଏବଂ ୟୁଏସଏର ପଡ଼ିଆରେ ଦେଖାଯାଉଛନ୍ତି । ଏହା ମଧ୍ୟରେ ସେ ‘୧୮୦ ନଟ୍ ଆଉଡ’ ପୋର୍ଡ଼ କାଷ୍ଟରେ ସୀମିତ ଓଭର କ୍ରିକେଟ ଏବଂ ବିଶେଷ ରୂପରେ ଫ୍ରାଞ୍ଚାଇଜ କ୍ରିକେଟ ଉପରେ ଚର୍ଚ୍ଚା କରିଛନ୍ତି । ତାଙ୍କ କହିବା କଥା କି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ବିଶ୍ବ ସାରା ଫ୍ରାଞ୍ଚାଇଜ କ୍ରିକଟ ଲିଗ୍ସ ଚଳାଉଥିବା ଲୋକଙ୍କ ଆଖି ଖୋଲି ଦେଇଛି । ଅଫରିଦ ଏଠାରେ ବି କହିଛନ୍ତି କି କ୍ରିକେଟ ଏବେ ଖେଳ ନ ରହି ବ୍ୟବସାୟ ହୋଇଗଲାଣି । ଏହା ଏକ ଏଭଳି ବୟାନ କି ଯାହା କିଛି କ୍ରିକେଟ ପ୍ରେମୀଙ୍କୁ ଝଟକା ଦେଇପାରେ । 

ଶାହିଦ ଅଫରିଦ କହିଛନ୍ତି କି, ଦେଖନ୍ତୁ ଏବେ ପଇସା ଆସିଯାଇଛି , ଜିନିଷ ବଦଳିଛି । କ୍ରିକେଟ ପୂର୍ବରୁ ଏକ ଖେଳ ଥିଲା । କିନ୍ତୁ ଏବେ ଏକ ବ୍ୟବସାୟ ହୋଇଯାଇଛି । କମର୍ଶିଆଲ ବହୁତ ଅଧିକ ଅଟେ, ବିଶ୍ବର ସବୁ ସ୍ଥାନରେ ଲିଗ୍ସ ହେଉଛି । ଯେଉଁଭଳି ଭାବେ ସୀମିତ ଓଭରର କ୍ରିକେଟ ପଇସା ଅଛି, ସତ କହିବି ତ ଆଇପିଏଲ୍ ସାରା ବିଶ୍ବରେ ହେଉଥିବା ଲିଗ୍ସର ଆଖି ଖୋଲି ଦେଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.