ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଇସ୍ତଫା ଦେଲେ ହଙ୍ଗେରୀ ରାଷ୍ଟ୍ରପତି କାଟାଲିନ୍ ନୋଭାକ, ଶିଶୁ ଯୌନ ଶୋଷଣ ମାମଲାରେ ଅଭିଯୁକ୍ତର ଦଣ୍ଡ କୋହଳକୁ ନେଇ ରହିଥିଲେ ବିବାଦରେ...

ନୂଆଦିଲ୍ଲୀ: ହଙ୍ଗେରୀ ରାଷ୍ଟ୍ରପତି କାଟାଲିନ୍ ନୋଭାକ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କାଟାଲିନ ନୋଭାକ ଶନିବାର ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି । ସୂଚନାଥାଉକି, କାଟାଲିନ୍ ନୋଭାକ ଶିଶୁ ଯୌନ ଶୋଷଣ ମାମଲାରେ ଜଣେ ଦୋଷୀର ଦଣ୍ଡ କୋହଳ କରିଦେଇଥିଲେ । ଯାହାକୁ ଲୋକମାନେ ବିରୋଧ କରିଥିଲେ ଏବଂ ଏହି ବିରୋଧ ଯୋଗୁଁ କାଟାଲିନ୍ ନୋଭାକଙ୍କୁ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ପଡିଛି।

୪୬ ବର୍ଷିୟ କାଟାଲିନ ନୋଭାକ କହିଛନ୍ତି ଯେ ସେ ଭୁଲ କରିଛନ୍ତି ଏବଂ ଏହି କାରଣରୁ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ନୋଭାକ କହିଛନ୍ତି, 'ମୋର ନିଷ୍ପତ୍ତି ଯୋଗୁଁ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ମୁଁ ସେମାନଙ୍କୁ କ୍ଷମା ମାଗୁଛି । ମୁଁ ସର୍ବଦା ଶିଶୁ ଏବଂ ପରିବାରର ସୁରକ୍ଷା ସପକ୍ଷରେ ଅଛି ଏବଂ ରହିବି । 

କାଟାଲିନ୍ ନୋଭାକ ଏକ ଚିଲଡ୍ରେନ ହୋମ୍‌ର ପୂର୍ବତନ ଡେପୁଟି ଡାଇରେକ୍ଟରଙ୍କ ଦଣ୍ଡକୁ କୋହଳ କରିଦେଇଥିଲେ । ଗତ ବର୍ଷ ଏପ୍ରିଲରେ ପୋପ୍ ଫ୍ରାନ୍ସିସ୍ ବୁଦ୍ଧାପେଟ ଗସ୍ତ କରିଥିଲେ। ସେହି ସମୟ ମଧ୍ୟରେ ରାଷ୍ଟ୍ରପତି ଥିବାବେଳେ କାଟାଲିନ୍ ନୋଭାକ ଚିଲଡ୍ରେନ ହୋମ୍‌ର ଡେପୁଟି ଡାଇରେକ୍ଟରଙ୍କ ଦଣ୍ଡକୁ କ୍ଷମା କରି ଦେଇଥିଲେ । ଗତ ସପ୍ତାହରେ ଯେତେବେଳେ ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇଲା, ଲୋକମାନେ କ୍ରୋଧିତ ହୋଇଥିଲେ । ବିରୋଧୀମାନେ ବିରୋଧ ଆରମ୍ଭ କରି କାଟାଲିନ ନୋଭାକଙ୍କ ଇସ୍ତଫା ଦାବି କରିଥିଲେ । ବଢୁଥିବା ବିରୋଧ ଯୋଗୁଁ କାଟାଲିନ୍ ନୋଭାକ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.