ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ୟୁକ୍ରେନ ଉପରେ ରୁଷର ଏୟାରଷ୍ଟ୍ରାଇକ: ୧୧ ମୃତ ,୪୦ରୁ ଅଧିକ ଆହତ

କିଏଭ୍‌,୦୮/୭: ଗତ ୨୪ ଘଣ୍ଟା ଭିତରେ  ୟୁକ୍ରେନ ଉପରେ ୫୫ଟି ଏୟାର ଷ୍ଟ୍ରାଇକ୍‌ କରିଛି  ରୁଷ । ରୁଷ ସେନା ୟୁକ୍ରେନର ବିଭିନ୍ନ ସହର  ଉପରେ ୬ଟି ରକେଟ ମାଡ଼ କରିବା ସହ ୭୦ରୁ  ଅଧିକ ଗ୍ଲାଇଡ ବୋମା ପକାଇଛି । ଏଥିରେ ୧୧  ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୪୦ରୁ ଅଧିକ  ଲୋକ ଆହତ ହୋଇଛନ୍ତି । 

ୟୁକ୍ରେନ ଅଧିକାରୀଙ୍କ  ସୂଚନା ଅନୁସାରେ ରୁଷ ରାତି ତମାମ ରହି ରହି  ପ୍ରଚଣ୍ଡ ବୋମା ମାଡ଼ କରିଥିଲା । ଉତ୍ତର ୟୁକ୍ରେନରେ  ଥିବା ଏକ ବିଦ୍ୟୁତ ଷ୍ଟେସନ ଉପରେ ବୋମା ମାଡ଼  ଯୋଗୁ ତାହା ବ୍ୟାପକ କ୍ଷୟକ୍ଷତି ହୋଇଛି । ଫଳରେ ୧ ଲକ୍ଷରୁ ଅଧିକ ଲୋକ ବିଦ୍ୟୁତ ସେବାରୁ ବଞ୍ଚିତ  ହୋଇଛନ୍ତି । ସେହି ଅଞ୍ଚଳରେ ରୁଷ ବାରମ୍ବାର ବୋମା  ମାଡ଼ ଜାରି ରଖିଥିବାରୁ ବିଦ୍ୟୁତ ଷ୍ଟେସନର ମରାମତି  କରିବା ସମ୍ଭବ ହୋଇପାରି ନାହିଁ । ରୁଷ ସୈନ୍ୟମାନେ  ଡ୍ରୋନ ସହାୟତାରେ ପାଟି ଟାଙ୍କିଗୁଡିକୁ ଟାର୍ଗେଟ  କରୁଛନ୍ତି । ପାଟି ଟାଙ୍କି ନଷ୍ଟ ହେବା ଫଳରେ ଲୋକଙ୍କୁ  ପିଇବା ଲାଗି ପାଣି ମିଳିପାରୁ ନାହିଁ । ଅନ୍ୟପକ୍ଷରେ  ୟୁକ୍ରେନ ସେନା ରୁଷର ୨୭ଟି ଡ୍ରୋନ ମଧ୍ୟରୁ ୨୪ଟିକୁ  ଗୁଳିକରି ଖସାଇ ଦେଇଥିବା ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.