ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ବିବାହ କାର୍ଡ଼ ନା ପରୀକ୍ଷା ପେପର, ନିମନ୍ତ୍ରଣ କାର୍ଡ଼ରେ ପଚରାଯାଇଛି ଅଜବ ପ୍ରଶ୍ନ

ନୂଆଦିଲ୍ଲୀ, ୨୨/୮ : ଆଜିର ଡିଜିଟାଲ ଯୁଗରେ ଭିନ୍ନ ଭିନ୍ନ ପ୍ରକାର ବିବାହ ନିମନ୍ତ୍ରଣ କାର୍ଡ଼ ଆସୁଛି । କିଛି ଦିନ ପୂର୍ବରୁ ଏଭଳି ଏକ ନିମନ୍ତ୍ରଣ କାର୍ଡ଼ ଆସିଥିଲା କି ଯିଏ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ । ପାସପୋର୍ଟ ଭଳି ଆସିଥିଲା ବିବାହ ନିମନ୍ତ୍ରଣ କାର୍ଡ଼ । ଯାହା ଖୁବ୍ ଭାଇରାଲ ହେବାରେ ଲାଗିଥିଲା । ଏବେ ଆଉ ଏକ ପାଦ ଆଗକୁ ଯାଇ ଭିନ୍ନ କାର୍ଡ଼ ସାମ୍ନାକୁ ଆସିଛି । ଯାହା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଧ୍ରପ୍ରଦେଶର ଜନୈକ ଦମ୍ପତ୍ତି ନିଜ ବାହାଘର କାର୍ଡ଼କୁ ଭିନ୍ନ ଢଙ୍ଗରେ ପ୍ରସ୍ତୁତ କରିଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଦେବ । ପାରମ୍ପରିକ କାର୍ଡ଼କୁ ଛାଡ଼ି ସେମାନେ ଏକ ପ୍ରଶ୍ନପତ୍ର ଡିଜାଇନ କରିଛନ୍ତି ।

ପଶ୍ଚିମ ଗୋଦାବରୀ ଜିଲ୍ଲାର ପେନୁମନ୍ତ୍ର ମଣ୍ଡଳର ମାର୍ଟେରୁ ଗାଁର ଶିକ୍ଷୟିତ୍ରୀ ଏବଂ କନ୍ୟା ପ୍ରତ୍ୟୁଷା ନିଜ କ୍ରିଏଟିଭ୍ ବିବାହ କାର୍ଡ଼କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ଯାହା ଲୋକମାନଙ୍କ ଧ୍ୟାନ ଟାଣୁଛି । ‘ନାର୍କେଡାମିଲ୍ଲୀର ବିବାହକୁ ନିମନ୍ତ୍ରଣ ’ ଟାଇଟେଲ ଥିବା ଇନଭାଇଟେଶନ କାର୍ଡ଼ରେ କେତେକ ପ୍ରଶ୍ନ ପଚରାଯାଇଛି । ଯେଉଁଥିରେ ସିଙ୍ଗଲ ପ୍ରଶ୍ନ , ମଲ୍ଟିପୁଲ ଚଏସ ଏବଂ ଭୁଲ୍ ଓ ଠିକ୍ ବି ସାମିଲ ରହିଛି ।

ନିମନ୍ତ୍ରଣ କାର୍ଡ଼ରେ ପ୍ରତି ଭାଗରେ ଆଗାମୀ ବିବାହର ଡିଟେଲ୍ସ ପଚରାଯାଇଛି । ଉଦାହରଣ ଲାଗି ଏକ ପ୍ରଶ୍ନରେ ଅତିଥିଙ୍କୁ ‘ ଫଟୋରେ ଦେଖାଯାଉଥିବା ବ୍ୟକ୍ତିଙ୍କୁ ଚିହ୍ନନ୍ତୁ ’ ପଚରାଯାଇଛି, ଯାହାର ସଠିକ୍ ଉତ୍ତର ‘ ବର ଫଣୀନ୍ଦ୍ର’ ଥିଲା ।  ଦ୍ବିତୀୟ ଭାଗରେ କନ୍ୟାଙ୍କ ନାମର ବନାନ ଠିକ୍ କରିବାକୁ କୁହାଯାଇଛି , ଯେଉଁଥିରେ "PRATUSHA" କୁ "PRATYUSHA" ରେ ପରିବର୍ତ୍ତନ କରାଯାଇଛି । ପ୍ରଶ୍ନପତ୍ରରେ ଅତିଥିମାନଙ୍କୁ ବିବାହର ତାରିଖ ଏବଂ ସମୟ ବିଷୟରେ ପଚରାଯାଇଛି । ଯେଉଁଥିରେ କ୍ଲାସିକ ମଲ୍ଟିପୁଲ ଅପସନରେ ବିକଳ୍ପ ଦିଆଯାଇଛି । ଠିକ୍ ଉତ୍ତର ୨୩ଅଗ‌ଷ୍ଟ ୨୦୨୪ରେ କୁହାଯାଇଛି, ଯେଉଁଥିରେ ସମାରୋହ ସକାଳ ୮ଟା ୫୮ମିନିଟରେ ହେବ । ସେହିଭଳି କାର୍ଡ଼ରେ ଆହୁରି ମଧ୍ୟ ଭୁଲ୍ କିମ୍ବା ଠିକ୍ ଲେଖାଯାଇଛି । ରାତ୍ରି ଭୋଜନ ସନ୍ଧ୍ୟା ୭ଟାବେଳେ ଆରମ୍ଭ ହେବ ଏବଂ ’ଉପହାରର ଅନୁମତି ନାହିଁ’ । ଦୁଇ ଜଣଙ୍କୁ ସତ୍ୟ ରୂପରେ ମାର୍କ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.