ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଦିନେ HMT ଘଣ୍ଟା ମାର୍କେଟ୍‌ରେ କରୁଥିଲା ରାଜୁତି, ପରେ କମ୍ପାନି କୁଆଡେ ହଜିଗଲା ! ଏବେ ଆସିଲା ଏମିତି ଖବର

ନୂଆଦିଲ୍ଲୀ – ଗୋଟେ ସମୟର ଥିଲା ଯେବେ ଲୋକଙ୍କ ହାତରେ ଘଣ୍ଟାକୁ ଏକ ପ୍ରତୀକ ଭାବେ ମନାକରାଯାଉ ଥିଲା। ଯଦି ଏହି ଘଣ୍ଟା   ଏଚଏମ୍‌ଟିର ହୋଇଥାଏ ତ କଥା କାହିଁରେ କଣ। ଦେଶର ଧଡକନର ସ୍ଲାଗାନ ସହ ୯୦ ଦଶକରେ ଏଚଏମଟି ନାମ ଘଣ୍ଟାର ଯୁଗ ପାଲଟି ଯାଇଥିଲା। କିନ୍ତୁ ପୁଣି ସମୟ ବଦଳି ଗଲା ଏବଂ ଟିକ୍-ଟିକ୍‌  କରୁଥିବା ଚାବି ବାଲା ଘଣ୍ଟା  ସ୍ଥାନରେ ଲାଟେଷ୍ଟ ଡିଜାଇନ ଓ ଫିଚରର ଘଣ୍ଟା ଆସିଲା। ଏହାପରେ ସ୍ମାର୍ଟୱାଚ୍‌ର ସମୟ ଆସିଲା, ତ ଏଚଏମଟି ଧିମା ବଜାରରେ ଲୁଚି ଗଲା  ଏବଂ କମ୍ପାନୀର ପ୍ରଡକ୍ସନ ବନ୍ଦ କରିବାକୁ ପଡ଼ିଲା। କିନ୍ତୁ ଏବେ ପୁଣି ଥରେ ଆଶା ଜାଗିଛି , ଖବର ଆସୁଛି କି ପୁଣିଥରେ ଏଚଏମଟି ଘଣ୍ଟା ଫେରି ପାରେ। ଏହି ଖବର ପରେ ଏହାକୁ ତିଆରି କରିଥିବା କମ୍ପାନୀର ସେୟାରରେ ଖୁବ୍‌ ଗତିଶୀଳତା ଘଟିଛି। 

ପିଏମ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାରର ଗଠନ ପରେ କାମ କରାଯାଇଛି ଏବଂ ମୋଦି ୩.୦ ରେ ଅନେକ ସରକାରୀ କମ୍ପାନୀ ଗୁଡ଼ିକର ପୁନରୁଦ୍ଧାରର ପ୍ଲାନ ରହିଛି। ଏହାକୁ ନେଇ କେନ୍ଦ୍ରର ହେଭି ଇଣ୍ଡଷ୍ଟ୍ରିଜ୍‌ ମିନିଷ୍ଟର ଏଚଡି କୁମାରସ୍ୱାମୀ ସର୍ବ ପ୍ରଥମେ ଏଚଏମଟି ଘଣ୍ଟା ତିଆରି କରୁଥିବା କମ୍ପାନୀ ହିନ୍ଦୁସ୍ତାନ ମେସିନ୍‌ ଟୁଲ୍ସ ଲିମିଟେଡ୍‌ର ମ୍ୟାନେଜମେଣ୍ଟ ସହ ବୈଠକ କରିଛି ଏବଂ ପିଟିଆଇ ର ରିପୋର୍ଟ ମୁତାବିକ , କମ୍ପାନୀ ମ୍ୟାନେଜମେଣ୍ଟରୁ ରିଭାଇବଲର ପ୍ରୋପୋଜାଲ ଗଠନ କରିବାକୁ କୁହାଯାଇଛି। ଏଥିରେ କୁହାଯାଇଛି କି  ଏଚ୍.ଡି. କୁମାରସ୍ୱାମୀ ଏଚଏମଟି ଘଣ୍ଟାର ବିଜନେସ, ଟର୍ନଓଭର ଓ ନେଟ୍  ପ୍ରଫିଟ ସମେତ ଅନ୍ୟ ଡିଟେଲ ମାଗିଛି। 

ଏଚଏମଟି ୱାଚ୍‌ର ବ୍ୟବସାୟକୁ ନେଇ ହୋଇଥିବା ଏହି ପ୍ରମୁଖ ବୈଠକର ଖବର ଯେମିତି ହିଁ ସାମନାକୁ ଆସିଛି, ଏହାର ସିଧା ପ୍ରଭାବ ହିନ୍ଦୁସ୍ତାନ ମେସିନ ଟୁଲ୍ସ ଲିମିଟେଡ୍‌ର ସେୟାରରେ ଦେଖିବାକୁ ମିଳିଛି।ନୂଆ ସପ୍ତାହରେ ଯେମିତି ହିଁ ସେୟାର ମାର୍କେଟ୍ ଓପନ ହେଲା ତ ଏଚଏମଟି ସେୟାରରେ ଖୁବ୍‌ ଜୋରରେ ବୃଦ୍ଧି ଘଟିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.