ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଅନନ୍ତନାଗରେ ଆତଙ୍କୀଙ୍କୁ ସଫା କରିବାକୁ ଆକ୍ସନ ମୋଡରେ ହେରୋନ ମାର୍କ -୨, ଏମିତି କରେ କାମ

ଶ୍ରୀନଗର – ଅନନ୍ତନାଗରେ କୋକେରନାଗର ଜଙ୍ଗଲରେ ୬ଷ୍ଠ ଦିନ ମଧ୍ୟ ଏନକାଉଣ୍ଟର ଜାରି ରହିଛି। ଏଠାରେ ଅତି କମ୍‌ରେ ଦୁଇ ଆତଙ୍କବାଦୀ ଲୁଚି ରହିଥିବାର ସମ୍ଭାବନା ରହିଛି । ଆତଙ୍କୀଙ୍କ ତଲାସୀ ଅଭିଯାନରେ ସେନାର ସ୍ପେଶାଲାଇଜଡ୍‌ ଜିନିଷକୁ ବି ବ୍ୟବହାର କରାଯାଇଛି। ଏହା ବ୍ୟତୀତ ଲାଟେଷ୍ଟ ହେରୋନ ମାର୍କ-୨ ଡ୍ରୋନ୍‌କୁ ମଧ୍ୟ ଆତଙ୍କବାଦୀଙ୍କୁ ନିହତ କରିବାରୁ ବ୍ୟବହାର କରାଯାଇଛି। ଜଙ୍ଗଲରେ ରହି ରହି ଫାୟାରିଂ ହେଉଛି। ସେଠାରେ ସେନାର ଡ୍ରୋନ ଉପରୁ ବୋମା ବର୍ଷଣ କରୁଛି। କହି ରଖୁଛୁ କି ଏହି ଜଙ୍ଗଲର ଗୁମ୍ଫା ଆଦିରେ ଆତଙ୍କୀମାନେ ଲୁଚି ରହିଥିବାର ଆଶଙ୍କା ରହିଛି। ଶନିବାର ସୁରକ୍ଷା ବଳ ଏକ ଆତଙ୍କୀକୁ ମାରି ଦେଇଥିଲେ।  

ସେନା କୌଣସି ବି ମୂଲ୍ୟରେ ଏହି ଆତଙ୍କୀଙ୍କୁ ଶେଷ କରିବାକୁ ଚାହିଁଛି। ଏଥିପାଇଁ ମାଟିରୁ ଆକାଶ ଯାଏ ସବୁଠି ଅଭିଯାନ ଚାଲି ରହିଛି । କହି ରଖୁଛୁ କି, କୋକରନାଗର ଏହି ଜଙ୍ଗଲୀ ଅଞ୍ଚଳ ଖୁବ୍‌ ଉଚ୍ଚରେ ରହିଛି। ଏଠାରେ ଚାରିପାଖେ କେବଳ ପାହାଡ଼ , ଗୁମ୍ଫା ଆଦି ରହିଛି। ଏହାର ଫାଇଦା ଉଠାଇ ଆତଙ୍କୀ ଏବେସୁଦ୍ଧା ନିଜକୁ ରକ୍ଷା କରି ନେଉଥିଲେ। ହେଲେ ସେନା ପୂରା ଅଞ୍ଚଳକୁ ଘେରି ରଖିଛି। ଆଉ ମଧ୍ୟ ଡ୍ରୋନ୍‌ରେ ପୂରା ନଜର ରଖାଯାଉଛି। 

ଆତଙ୍କୀଙ୍କ ବିରୋଧରେ ଅଭିଯାନରେ ସେନା ହେରୋନ ମାର୍କ-୨ କୁ ଓହ୍ଲାଇଛି। ଏହି ଡ୍ରୋନ ଦ୍ୱାରା ଜଣେ ଆତଙ୍କବାଦୀକୁ ମାରି ଦିଆ ଯାଇଥିଲା। ପ୍ରକୃତ କଥା ହେଲା ଏହି ଡ୍ରୋନ ସର୍ଭିଲାନ୍ସ ସହ ହମଲା ମଧ୍ୟ କରିଥାଏ । କହି ପାରିବା କି, ଏହି ଡ୍ରୋନ୍‌ ଆତଙ୍କୀଙ୍କୁ ଖୋଜି ଖୋଜି ମାରିବାରେ ସକ୍ଷମ ହୋଇଥାଏ । ବିଶେଷ କଥା ହେଲା ବର୍ଷା ବେଳେ ମଧ୍ୟ ଡ୍ରୋନ କାମ କରି ପାରିବ। ଏହାକୁ ୧୫ କିଲୋମିଟର ଦୂରରେ ବସି ବି ଅପରେଟ କରାଯାଇ ପାରିବ। ଏହି ଡ୍ରୋନ୍ ଚାରିଆଡ଼ୁ ଏକା ସାଥିରେ ଗୁଳି ବର୍ଷା କରିପାରେ। ଏହାକୁ ଇସ୍ରାଏଲର ଏୟରୋସ୍ପେସ୍‌  ଇଣ୍ଡଷ୍ଟ୍ରିଜ୍‌ କରିଛି। ଶନିବାର ଜଣେ  ଆତଙ୍କୀକୁ ଏହି ଡ୍ରୋନ୍‌ ମାରି ଖସାଇ ଦେଇ ଥିଲା। 

Anantnag Encounter
Indian Army
Heron Mark-2

Copyright © 2022 - Summa Real Media Private Limited. All Rights Reserved.