ପ୍ରମୁଖ ଖବର
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଫେବ୍ରୁଆରୀ ୧ରୁ ଆଇଆଇଏମ୍‌ସିରେ ନାମଲେଖା ଆବେଦନ, ୨୯ ସୁଦ୍ଧା ଆବେଦନ ଶେଷ

ଭୁବନେଶ୍ୱର,୨୬/୦୧: ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମ୍‌ସି) ୨୦୨୪-୨୫ ନାମଲେଖା ପାଇଁ ଫେବ୍ରୁଆରୀ ୧ରୁ ଆବେଦନ ଆରମ୍ଭ ହେବ ।  ପିଜି ଡିପ୍ଲୋମା ଇନ୍‌ ଜର୍ଣ୍ଣାଲିଜିମ୍‌ (ଓଡ଼ିଆ, ମରାଠୀ,  ମାଲାୟମ, ଉର୍ଦ୍ଦୁ ଭାଷା) ନାମଲେଖା ପାଇଁ ଆବେଦନ  ହେବ । ଫେବ୍ରୁଆରୀ ୨୯ ତାରିଖ ସୁଦ୍ଧା ଆବେଦନ  କରାଯିବ । 

ମାର୍ଚ୍ଚ ୧୦ରେ ପ୍ରବେଶିକା ପରୀକ୍ଷା କରାଯିବ । ମାର୍ଚ୍ଚ ୨୦ରେ ପରୀକ୍ଷା  ଫଳ ପ୍ରକାଶ ପାଇବ । ଏନେଇ ଆଜି ଆଇଆଇଏମ୍‌ସି ନୂଆଦିଲ୍ଲୀ ପକ୍ଷରୁ ଏକ  ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନ ଓ ପ୍ରବେଶିକା ପରୀକ୍ଷା ବାବଦ ସମସ୍ତ ସୂଚନା  ଆଇଆଇଏମ୍‌ସି ୱେବ୍‌ସାଇଟ୍‌ www.iimc.gov.in ରେ ଉପଲବ୍ଧ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.