ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫେବ୍ରୁଆରୀ ୧ରୁ ଆଇଆଇଏମ୍‌ସିରେ ନାମଲେଖା ଆବେଦନ, ୨୯ ସୁଦ୍ଧା ଆବେଦନ ଶେଷ

ଭୁବନେଶ୍ୱର,୨୬/୦୧: ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମ୍‌ସି) ୨୦୨୪-୨୫ ନାମଲେଖା ପାଇଁ ଫେବ୍ରୁଆରୀ ୧ରୁ ଆବେଦନ ଆରମ୍ଭ ହେବ ।  ପିଜି ଡିପ୍ଲୋମା ଇନ୍‌ ଜର୍ଣ୍ଣାଲିଜିମ୍‌ (ଓଡ଼ିଆ, ମରାଠୀ,  ମାଲାୟମ, ଉର୍ଦ୍ଦୁ ଭାଷା) ନାମଲେଖା ପାଇଁ ଆବେଦନ  ହେବ । ଫେବ୍ରୁଆରୀ ୨୯ ତାରିଖ ସୁଦ୍ଧା ଆବେଦନ  କରାଯିବ । 

ମାର୍ଚ୍ଚ ୧୦ରେ ପ୍ରବେଶିକା ପରୀକ୍ଷା କରାଯିବ । ମାର୍ଚ୍ଚ ୨୦ରେ ପରୀକ୍ଷା  ଫଳ ପ୍ରକାଶ ପାଇବ । ଏନେଇ ଆଜି ଆଇଆଇଏମ୍‌ସି ନୂଆଦିଲ୍ଲୀ ପକ୍ଷରୁ ଏକ  ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନ ଓ ପ୍ରବେଶିକା ପରୀକ୍ଷା ବାବଦ ସମସ୍ତ ସୂଚନା  ଆଇଆଇଏମ୍‌ସି ୱେବ୍‌ସାଇଟ୍‌ www.iimc.gov.in ରେ ଉପଲବ୍ଧ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.