ପ୍ରମୁଖ ଖବର
  • ଭୁବନେଶ୍ଵର : ଭୁବନେଶ୍ୱରରେ ବିଲ୍‌ ଗେଟ୍ସ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ, କୃଷିଭବନ ଓ ବସ୍ତି ବୁଲିବାର ରହିଛି କାର୍ଯ୍ୟକ୍ରମ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

କାଶୀ ବିଶ୍ୱନାଥ ମନ୍ଦିର ମୁଖ୍ୟ ପୂଜାରୀଙ୍କ ବଢ଼ିଲା ଦରମା, ଏଣିତି ପ୍ରତି ମାସରେ ପାଇବେ ୯୦ ହଜାର ଟଙ୍କା

ବାରାଣସୀ,୧୦/୦୨: ବାରାଣସୀର କାଶୀ ବିଶ୍ୱନାଥ  ମନ୍ଦିରର ପୂଜାରୀଙ୍କ ଦରମା ୯୦  ହଜାର ହେବ । ମନ୍ଦିର ନ୍ୟାସର ୧୦୫ତମ ବୈଠକରେ ୪୧ ବର୍ଷ  ପରେ ପୂଜାରୀ ସେବା ନିୟମାବଳୀକୁ ନେଇ ଏହି ନିଷ୍ପତ୍ତି ହୋଇଛି ।  

ବୈଠକରେ ଆହୁରି ନିଷ୍ପତ୍ତି ହୋଇଛି, ମନ୍ଦିରରେ ପୂଜାରୀମାନଙ୍କର ମୋଟ୍‌  ୫୦ ପଦବୀ ରହିବ । ପଦବୀ ପୂରଣ  ପାଇଁ ବିଜ୍ଞାପନ ଜାରି କରାଯିବ । ବୈଠକର ନିଷ୍ପତ୍ତି ଅନୁସାରେ, ମନ୍ଦିରର ମୁଖ୍ୟ ପୂଜାରୀଙ୍କ ଦରମା  ୯୦ ହଜାର, କନିଷ୍ଠ ପୂଜାରୀଙ୍କୁ ୮୦  ହଜାର ଓ ସହାୟକ ପୂଜାରୀଙ୍କୁ ୬୫  ହଜାର ଦରମା ମିଳିବ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.