ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାଶୀ ବିଶ୍ୱନାଥ ମନ୍ଦିର ମୁଖ୍ୟ ପୂଜାରୀଙ୍କ ବଢ଼ିଲା ଦରମା, ଏଣିତି ପ୍ରତି ମାସରେ ପାଇବେ ୯୦ ହଜାର ଟଙ୍କା

ବାରାଣସୀ,୧୦/୦୨: ବାରାଣସୀର କାଶୀ ବିଶ୍ୱନାଥ  ମନ୍ଦିରର ପୂଜାରୀଙ୍କ ଦରମା ୯୦  ହଜାର ହେବ । ମନ୍ଦିର ନ୍ୟାସର ୧୦୫ତମ ବୈଠକରେ ୪୧ ବର୍ଷ  ପରେ ପୂଜାରୀ ସେବା ନିୟମାବଳୀକୁ ନେଇ ଏହି ନିଷ୍ପତ୍ତି ହୋଇଛି ।  

ବୈଠକରେ ଆହୁରି ନିଷ୍ପତ୍ତି ହୋଇଛି, ମନ୍ଦିରରେ ପୂଜାରୀମାନଙ୍କର ମୋଟ୍‌  ୫୦ ପଦବୀ ରହିବ । ପଦବୀ ପୂରଣ  ପାଇଁ ବିଜ୍ଞାପନ ଜାରି କରାଯିବ । ବୈଠକର ନିଷ୍ପତ୍ତି ଅନୁସାରେ, ମନ୍ଦିରର ମୁଖ୍ୟ ପୂଜାରୀଙ୍କ ଦରମା  ୯୦ ହଜାର, କନିଷ୍ଠ ପୂଜାରୀଙ୍କୁ ୮୦  ହଜାର ଓ ସହାୟକ ପୂଜାରୀଙ୍କୁ ୬୫  ହଜାର ଦରମା ମିଳିବ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.