ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଏଟିଏମ୍ ଲୁଟ୍ କରି ନପାରି ଇନଭଟର ନେଇଗଲେ ଲୁଟେରା

ନୀଳଗିରି, ୧୧/୯ : ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ସଜନାଗଡ଼ ଅଞ୍ଚଳରେ ଥିବା ଏସବିଆଇ ଏଟିଏମରୁ ଲୁଟ ଉଦ୍ୟମ। ଲୁଟେରାମାନେ ରାତିରେ ଟଙ୍କା ଲୁଟ୍ କରିବାକୁ ଚେଷ୍ଟା କରି ବିଫଳ ହେବାରୁ ଶେଷରେ ଇନଭଟର ବ୍ୟାଟେରୀ ଚୋରି କରି ନେଇଛନ୍ତି। ସୋମବାର ସକାଳୁ ଏହି ଘଟଣା ଜଣା ପଡିଥିଲା। ନୀଳଗିରି ପୋଲିସ ଖବର ପାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଯାଞ୍ଚ୍‌ ସହ ଦରକାର ପଡିଲେ ସନ୍ଧାନୀ କୁକୁର ଆଣି ଯାଞ୍ଚ କରିବ ବୋଲି ସୂଚନା ମିଳିଛି। ତେବେ ଏଟିଏମ୍‌ରେ ଟଙ୍କା ସୁରକ୍ଷିତ ଥିବା ଜଣାପଡିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.