ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଦୈନନ୍ଦିନ ଜୀବନରେ ରହିଛି ସୂର୍ଯ୍ୟ ନମସ୍କାରର ମହତ୍ତ୍ୱ, ଫୁସ୍ଫୁସ ଓ ହୃତପିଣ୍ଡ ପାଇଁ ଖୁବ୍ ଲାଭଦାୟକ

Published By : Prameya | May 17, 2024 1:30 PM

ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ସୂର୍ଯ୍ୟ ନମସ୍କାରର ଅନେକମହତ୍ତ୍ୱ ରହିଛି । ଏହା କରିବା ଦ୍ୱାରା ଆମ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଥାଏ । ଆପଣମାନେ ବହୁ ସେଲିବ୍ରେଟିଙ୍କୁ ସୂର୍ଯ୍ୟ ନମସ୍କାର କରୁଥିବାର ଦେଖିଥିବେ। ଏହା ଆମକୁ ରୋଗମୁକ୍ତ ରଖିବା ସହ,ଉଭୟ ଶାରୀରିକ ଏବଂ ମାନସିକସ୍ତରକୁ ସୁଦୃଢ କରିଥାଏ। ଆସନ୍ତୁ ଜାଣିରଖିବା ସୂର୍ଯ୍ୟ ନମସ୍କାର କରିବାର ଉପକାରିତା...

ଫୁସ୍‌ଫୁସ୍ ପାଇଁ ଉପକାରିତା;

ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଫୁସ୍ ଫୁସ୍ କୁ ଅନେକ ଲାଭ ମିଳିଥାଏ।  ଏହାଦ୍ୱାରା ଫୁସ୍ ଫୁସ୍ ମଜବୁତ୍ ହେବା ସହ ଅଧିକ କାର୍ଯ୍ୟକ୍ଷମ ମଧ୍ୟ ହୋଇଥାଏ। ଯଦି ଆପଣ ନିୟମିତ ଭାବରେ ସକାଳୁ ଖାଲି ପେଟରେ ସୂର୍ଯ୍ୟ ନମସ୍କାର କରୁଛନ୍ତି, ତେବେ ଏହାର ସବୁଠୁ ଅଧିକ ଲାଭ ଫୁସ୍ ଫୁସ୍ କୁ ହେବ।

 ହୃତ୍ ପିଣ୍ଡକୁ ରଖିଥାଏ ସୁସ୍ଥ;

ସୂର୍ଯ୍ୟ ନମଷ୍କାର କରିବା ଦ୍ୱାରା ହୃତ୍‌ପିଣ୍ଡର ମାଂସପେଶି ସୁଦୃଢ ହେବା ସହ, ରକ୍ତ ସଂଚାଳନ ସଠିକ୍ ଭାବରେ ହୋଇଥାଏ। ଏହାଦ୍ୱାରା ଶରୀରର ସମସ୍ତ ଅଙ୍ଗକୁ ସଠିକ୍ ପରିମାଣରେ ରକ୍ତ ସଞ୍ଚାଳନ ହୋଇଥାଏ। 

ମାନସିକ ଚାପ ଏବଂ ବଢୁଥିବା ଓଜନରୁ ମୁକ୍ତି;

ଦୈନିକ ସୂର୍ଯ୍ୟ ନମଷ୍କାର କରିବା ଦ୍ୱାରା, ମାନସିକ ଚାପରୁ ବହୁମାତ୍ରାରେ ମୁକ୍ତି ମିଳିଥାଏ। ଏହା ଆପଣଙ୍କ ମସ୍ତିଷ୍କକୁ ଶାନ୍ତ ଏବଂ ମନକୁ ନିୟନ୍ତ୍ରିତ କରିଥାଏ। ଏହାଦ୍ୱାରା ପାଚନକ୍ରିୟାରେ ଉନ୍ନତି ହୋଇଥାଏ ଏବଂ ଶରୀରର ଓଜନ ମଧ୍ୟ କମିଥାଏ। ଯଦି ଆପଣ ମାନସିକ ଚାପ ଓ ବଢୁଥିବା ଓଜନରୁ ମୁକ୍ତି ଚାହୁଁଛନ୍ତି, ତେବେ ଦୈନନ୍ଦିନ ଜୀବନରେ ସୂର୍ଯ୍ୟ ନମଷ୍କାରକୁ ଆପଣାନ୍ତୁ। 

    

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.