ପ୍ରମୂଖ ଖବର

ପ୍ରକାଶ ପାଇଲା ବିଜେପି ପ୍ରାର୍ଥୀ ତାଲିକା : ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ପ୍ରାର୍ଥୀ, ସମ୍ବଲପୁରରୁ ପୁଣି ଲଢିବେ ଜୟନାରାୟଣ

ଭୁବନେଶ୍ଵର, ୦୨/୦୪ : ପ୍ରକାଶ ପାଇଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା। ୧୧୨ ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି। ଚାନ୍ଦବାଲିରୁ ପ୍ରାର୍ଥୀ ହେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେହିପରି ସମ୍ବଲପୁରରୁ ପୁଣି ଲଢିବେ ଜୟନାରାୟଣ ମିଶ୍ର। 

ପଦ୍ମପୁର- ଗୋବର୍ଦ୍ଧନ ଭୋଇ

ବିଜେପୁର- ସନତ କୁମାର ଗଡ଼ତିଆ

ବରଗଡ଼- ଅଶ୍ଵିନୀ କୁମାର ଷଡ଼ଙ୍ଗୀ

ଅତାବିରା- ନିହାର ରଞ୍ଜନ ମହାନନ୍ଦା

ଭଟଲୀ- ଇରାସିସ୍ ଆଚାର୍ଯ୍ୟ

ବ୍ରଜରାଜନଗର- ସୁରେଶ ପୂଜାରୀ

ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ

ତଳସରା- ଭବାନୀ ଶଙ୍କର ଭୋଇ

ସୁନ୍ଦରଗଡ଼- କୁସୁମ ଟେଟେ

ବୀରମିତ୍ରପୁର- ଶଙ୍କର ଓରାମ

ରଘୁନାଥପଲ୍ଲୀ-  ଦୁର୍ଗାଚରଣ ତନ୍ତି

ରାଜଗାଙ୍ଗପୁର- ନରସିଂହ ମିଞ୍ଜ

ବଣାଇ- ସେବତୀ ନାଏକ

କୁଚିଣ୍ଡା- ରବି ନାରାୟଣ ନାଏକ

ରେଙ୍ଗାଲି- ନାଉରୀ ନାଏକ

ସମ୍ବଲପୁର-ଜୟନାରାୟଣ ମିଶ୍ର

ରେଢାଖୋଲ- ଦେବେନ୍ଦ୍ର ମହାପାତ୍ର

ଦେବଗଡ଼- ସୁବାସ ପାଣିଗ୍ରାହୀ

ଆନନ୍ଦପୁର- ଆଲୋକ ସେଠୀ

ଯଶୀପୁର- ଗଣେଶ ରାମ ସିଂ ଖୁଣ୍ଟିଆ

ଉଦଳା- ଭାସ୍କର ମଢ଼େଇ

ବଡସାହି- ସନାତନ ବିଜୁଳି

ବାରିପଦା- ପ୍ରକାଶ ସୋରେନ

ମୋରଡା- କୃଷ୍ଣଚନ୍ଦ୍ର ମହାପାତ୍ର

ଜଳେଶ୍ଵର- ବ୍ରଜ ପ୍ରଧାନ

ବାଲେଶ୍ଵର- ମାନସ କୁମାର ଦତ୍ତ

ରେମୁଣା- ଗୋବିନ୍ଦ ଚନ୍ଦ୍ର ଦାସ

ସୋର- ରାଜେନ୍ଦ୍ର ଦାସ

ସିମୁଳିଆ- ପଦ୍ମଲୋଚନ ପ୍ରଧାନ

ଭଦ୍ରକ- ସିତାଶୁଂ ଶେଖର ମହାପାତ୍ର

ଧାମନଗର- ସୂର୍ଯ୍ୟବଂଶୀ ସୂରଜ

ଚାନ୍ଦବାଲି- ମନମୋହନ ସାମଲ

ବିଞ୍ଝାରପୁର- ବବିତା ମଲ୍ଲିକ

ବଡ଼ଚଣା- ଅମର କୁମାର ନାଏକ

ଧର୍ମଶାଳା- ସ୍ମୃତିରେଖା ପାହୋ

ଯାଜପୁର- ଗୌତମ ରାୟ

କୋରେଇ- ଆକାଶ ଦାଶ ନାୟକ

ସୁକିନ୍ଦା- ପ୍ରଦୀପ ବଳସାମନ୍ତ

ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର

କାମାକ୍ଷାନଗର-ଶତ୍ରୁଘ୍ନ ଜେନା

ପରଜଙ୍ଗ- ବିଭୂତି ଭୂଷଣ ପ୍ରଧାମ

ପାଲଲହଡ଼ା- ଆକାଶ ମହାନ୍ତି

ତାଳଚେର- କାଳନ୍ଦି ଚରଣ ସାମଲ

ଅନୁଗୁଳ- ପ୍ରତାପ ଚନ୍ଦ୍ର ପ୍ରଧାନ

ଛେଣ୍ଡିପଦା- ଅଗସ୍ତି ବେହେରା

ଆଠମଲ୍ଲିକ- ସନ୍ଦିପ ସାହୁ

ବୀରମହାରାଜପୁର- ରଘୁନାଥ ଜଗଦଲା

ସୋନପୁର- ପଦ୍ମ ଲୋଚନ ମହାପାତ୍ର

ଲୋଇସିହା- ଡଃ ମୁକେଶ ମହାଲିଙ୍ଗ

ପାଟଣାଗଡ଼- କନକ ବର୍ଦ୍ଧନ ସିଂହ ଦେଓ

ବଲାଙ୍ଗୀର- ଗୋପାଳଜୀ ପାଣିଗ୍ରାହୀ

ଟିଟଲାଗଡ- ନବୀ ଜୈନ

କଣ୍ଟାବାଞ୍ଜି- ଲକ୍ଷ୍ମଣ ବାଗ

ନୂଆପଡ଼ା- ଅଭିନନ୍ଦନ କୁମାର ପଣ୍ଡା

ଖରିଆର- ହିତେଶ କୁମାର ବଗର୍ତ୍ତି

ଉମରକୋଟ- ନିତ୍ୟାନନ୍ଦ ଗୋଣ୍ଡ

ନବରଙ୍ଗପୁର- ଗୌରୀଶଙ୍କର ମାଝୀ

ଲାଞ୍ଜିଗଡ଼- ରମେଶ ଚନ୍ଦ୍ର ମାଝି

ଜୁନାଗଡ଼- ମନୋଜ କୁମାର ମେହେର

ଧର୍ମଗଡ଼- ସୁଧୀର ପାଟଯୋଶୀ

ଭବାନୀପାଟଣା- ପ୍ରଦୀପ କୁମାର ନାଏକ

ନର୍ଲା- ଅନିରୁଦ୍ଧ ପ୍ରଧାନ

ବାଲିଗୁଡ଼ା- କଳ୍ପନା କୁମାରୀ କହଁର

ଜି.ଉଦଗି- ଶ୍ରୀ ମାନଗୋବିନ୍ଦ ପ୍ରଧାନ

ଫୁଲବାଣୀ- ଉମା ଚରଣ ମଲ୍ଲିକ 

କଣ୍ଟାମାଲ- କହ୍ନାଇ ଚରଣ ଦଙ୍ଗା

ବୌଦ୍ଧ- ସରୋଜ ପ୍ରଧାନ 

ବଡମ୍ୱା- ସମ୍ୱିତ ତ୍ରିପାଠୀ 

ବାଙ୍କି- ତୁଷାର କାନ୍ତ ଚକ୍ରବର୍ତ୍ତୀ 

ଆଠଗଡ- ଅଭୟ କୁମାର ବାରିକ 

ଚୌଦ୍ୱାର କଟକ- ନୟନ କିଶୋର ମହାନ୍ତି 

ନିଆଳି- ଛବି ମଲ୍ଲିକ

କଟକ ସଦର- ପ୍ରକାଶ ଚନ୍ଦ୍ର ସେଠୀ

ମାହଙ୍ଗା- ସୁମନ୍ତ କୁମାର ଗଢେଇ

ପାଟକୁରା- ତେଜେଶ୍ୱର ପରିଡା

ଆଳି- କୃଷ୍ଣଚନ୍ଦ୍ର ପଣ୍ଡା

ମହାକାଳପଡା- ଦୁର୍ଗା ପ୍ରସନ୍ନ ନାୟକ 

ପାରାଦୀପ- ସମ୍ପଦ କୁମାର ସ୍ୱାଇଁ

ତିର୍ତ୍ତୋଲ- ରାଜକିଶୋର ବେହେରା

ନିମାପଡା- ପ୍ରଭାତି ପରିଡା 

ପୁରୀ- ଜୟନ୍ତ ଷଢଙ୍ଗୀ

ବ୍ରହ୍ମଗିରି- ଉପାସନା ମହାପାତ୍ର

ସତ୍ୟବାଦୀ- ଓମପ୍ରକାଶ ମିଶ୍ର

ପିପିଲ- ଆଶ୍ରୀତ କୁମାର ପଟ୍ଟନାୟକ

ଜୟଦେବ- ଅରବିନ୍ଦ ଢାଲି

ଭୁବନେଶ୍ୱର ସେଣ୍ଟ୍ରାଲ- ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର ଉତ୍ତର- ପ୍ରିୟଦର୍ଶୀ ପ୍ରଧାନ

ଏକାମ୍ର ଭୁବନେଶ୍ୱର- ବାବୁ ସିଂହ

ଜଟଣି- ବିଶ୍ୱରଞ୍ଜନ ବଡଜେନା 

ଚଲିକା- ପୃଥୀରାଜ ହରିଚନ୍ଦନ

ରଣପୁର- ତାପସ ରଞ୍ଜନ ମାର୍ଥୀ 

ଖଣ୍ଡପଡା- ଦୁଷ୍ମନ୍ତ ସ୍ୱାଇଁ 

ଦଶପଲ୍ଲା- ରାଘବ ମଲ୍ଲିକ 

ନୟାଗଡ- ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ 

ଭଞ୍ଜନଗଗ- ପ୍ରଦ୍ୟୁମ୍ନ କୁମାର ନାୟକ 

ପୋଲସରା- ଗୋକୁଳ ନନ୍ଦନ ମଲ୍ଲିକ 

କବିସୂର୍ଯ୍ୟନଗର- ପ୍ରତାପ ଚନ୍ଦର ନାୟକ 

ଖଲ୍ଲିକୋଟ- ପୂର୍ଣ୍ଣଚନ୍ଦ୍ର ସେଠୀ 

ଛତ୍ରପୁର- କୃଷ୍ଣଚନ୍ଦ୍ର ନାୟକ 

ଆସ୍କା- ସରୋଜ କୁମାର ପାଢୀ 

ସୋରଡା- ନୀଳମଣି ବିଶୋୟୀ 

ହିଞ୍ଜିଳ- ଶିଶିର ମିଶ୍ର 

ଗୋପାଳପୁର- ବିଭୂତି ଭୂଷଣ ଜେନା 

ବ୍ରହ୍ମପୁର- କେ.ଅନିଲ କୁମାର 

ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର

ଚିକିଟ- ମନୋରଞ୍ଜନ ସାମନ୍ତରାୟ 

ପାରଳଖେମୁଣ୍ଡି- କେ.ନାରାୟଣ ରାଓ

ଗୁଣୁପୁର- ତ୍ରିନାଥ ଗମାଙ୍ଗ

କୋରାପୁଟ- ରଘୁରାମ ମାଝା 

ପଟାଙ୍ଗୀ- ଚୈତନ୍ୟ ହନ୍ତାଳ 

ମାଲକାନଗିରି- ନରସିଂହ ମାଡକାମୀ






  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.