ଭୁବନେଶ୍ଵର, ୧୮/୧୧ : ସନ୍ଧ୍ୟାରେ ବସିବ ମନ୍ତ୍ରୀ ପରିଷଦ ବୈଠକ। ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଆଜିର ବୈଠକରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ। କିଛି ନୂଆ ଯୋଜନା କାର୍ଯ୍ୟକରୀ ଉପରେ ଆଲୋଚନା ହୋଇପାରେ। ବିଧାନସଭା ଅଧବେଶନ ପୂର୍ବରୁ ଏହି ବୈଠକ ବେଶ୍ ଗୁରୁତ୍ଵପୂର୍ଣ୍ଣ ବୋଲି ସୂଚନା ମିଳିଛି।

ନେତା ଦୌଡ଼ରେ ଅଫିସର୍: ବହୁ ଆଇଏଏସ୍, ଓଏଏସ୍ ଓ ପୁଲିସ...