ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଭିଜିଲାନ୍ସ ଜାଲରେ ଚନ୍ଦନପୁର ଏଆରଆଇ

ଭୁବନେଶ୍ବର,୪।୭ :  ଭିଜିଲାନ୍ସ ଜାଲରେ ଚନ୍ଦନପୁର ଏଆରଆଇ। ପୁରୀ ସଦର ଅନ୍ତର୍ଗତ ଚନ୍ଦନପୁର ଆରଆଇ ଅଫିସରେ କାର୍ଯ୍ୟରତ ଏଆରଆଇ ପବିତ୍ର କୁମାର କାଣ୍ଡି ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ଗିରଫ ବେଳେ ତାଙ୍କ ଠାରୁ ନଗଦ ୫୧ହଜାର ଟଙ୍କା ଜବତ କରାଯାଇଛି। 

ଚାଷ ଜମିର କିସମ ପରିବର୍ତ୍ତନ କରାଇଦେବା ପାଇଁ ଚନ୍ଦନପୁର ଅଞ୍ଚଳର ବଦ୍ରି ନାରାୟଣ ହାତିଙ୍କ ଠାରୁ  ୫୧ହଜାର ଟଙ୍କା ଲାଞ୍ଚ ନେଉଥିଲେ ପବିତ୍ର‌। ଏହି ସମୟରେ ଭିଜିଲାନ୍ସ ଟିମ ଚଢାଉ କରି ପବିତ୍ରଙ୍କୁ ଠାରୁ ୫୧ ହଜାର ଟଙ୍କା ଜବତ କରିଥିଲା।  ଏଥିସହ ୩ଟି ସ୍ଥାନରେ  ଭିଜିଲାନ୍ସ ଟିମ ଚଢାଉ କରିଛି। ଏଆରଆଇଙ୍କୁ ଗିରଫ କରି  ଭିଜିଲାନ୍ସ ଟିମ ଅଧିକ ପଚରାଉଚରା କରୁଛି‌। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.