ନିର୍ବାଚନ ଖବର
  • ନୂଆଦିଲ୍ଲୀ : କିଏ ଗଢ଼ିବ ସରକାର ? ସନ୍ଧ୍ୟାରେ ଏନଡିଏ ଓ ଇଣ୍ଡିଆ ମେଣ୍ଟର ବୈଠକ
  • ||
  • ନୂଆଦିଲ୍ଲୀ : ପୁଣି ଦିଲ୍ଲୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ୧୬ ଫାୟାର ବ୍ରିଗେଡ୍ ଗାଡ଼ି ନିୟୋଜିତ
  • ||
  • ଭୁବନେଶ୍ଵର : ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ, ପାଗ ଅନୁକୂଳ
  • ||
  • ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ, ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର
  • ||

ଆସନ୍ତା ୧୭ରେ ଫୁଲବାଣୀ ଆସିବେ ଖଡ୍‌ଗେ, କରୋନେସନ ପଡ଼ିଆରେ ଜନସଭାକୁ ସମ୍ବୋଧିତ କରିବେ

ଫୁଲବାଣୀ,୧୨/୦୫: ଫୁଲବାଣୀକୁ ବିଭିନ୍ନ ଦଳର ହେଭିୱେଟ୍‌ଙ୍କ ପ୍ରଚାର। ଆସନ୍ତା ୧୭ ତାରିଖରେ ଆସୁଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ପୂର୍ବ ଯୋଜନା ଅନୁଯାୟୀ ସେ ୧୪ରେ  ଆସିବାକୁ ଥିବା ବେଳେ ଏବେ ଏଥିରେ ପରିବର୍ତ୍ତନ କରାଯାଇଛି ।  ୧୭ ତାରିଖ ଅପରାହ୍ନ ୨.୩୦ ରେ ସେ ସ୍ଥାନୀୟ କରୋନେସନ  ପଡ଼ିଆରେ ଜନସଭାକୁ ସମ୍ବୋଧିତ କରିବେ । ତାଙ୍କ ସହିତ ରାଜ୍ୟ  ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ ଓ  ବରିଷ୍ଠ ନେତା ଭକ୍ତ ଚରଣ ଦାସ ମଧ୍ୟ ଏହି ନିର୍ବାଚନୀ ସଭାରେ  ଯୋଗ ଦେବେ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର  ପରିଡ଼ା ସୂଚନା ଦେଇଛନ୍ତି । ଖଡ୍‌ଗେଙ୍କ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା  କଂଗ୍ରେସ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.