ପ୍ରମୂଖ ଖବର
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ଘରେ ନିଆଁ ଲାଗି ଫାଟିଲା ଗ୍ୟାସ୍‌ ଟାଙ୍କି, ଜଳିଗଲା ଆସବାବପତ୍ର

କଣାସ, ୧୦/୭: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଡାଙ୍ଗୁରା ଗାଁରେ ବିଳମ୍ବିତ ରାତ୍ରିରେ ଭୟାବହ ଅଗ୍ନିକାଣ୍ଡ। ଘରେ ନିଆଁ ଲାଗି ଫାଟିଲା ଗ୍ୟାସ ଟାଙ୍କି। ଫଳରେ ଘରର ଆଜବେଷ୍ଟସ୍ ସମେତ ରୋଷେଇ ଘରର ସମସ୍ତ  ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି ।  ଡାଙ୍ଗୁରା ଗାଁର ଗଙ୍ଗାଧର ସେନାପତିଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । 

ସୂଚନା ଅନୁଯାୟୀ, ଗଙ୍ଗାଧର ସେନାପତିଙ୍କର କିଛି ଦିନ ପୂର୍ବରୁ କୁଟା ଗଦାକୁ କେହି ନିଆଁ ଲଗାଇ ଦେଇଥିଲେ। ଏନେଇ ସେ ବଳଙ୍ଗା ଥାନାରେ ଅଭିଯୋଗ କରିଥଲେ । ତେଣୁ ଗଙ୍ଗାଧର ଅଭିଯୋଗ କରୁଛନ୍ତି ଯେ  କେହି ଦୃବୃତ୍ତ ଘରେ ନିଆଁ ଲଗାଇ ଦେଇଥିବା ରହିଛନ୍ତି । ବଳଙ୍ଗା ଥାନାରେ ଏହି ଘଟଣାକୁ ନେଇ ଅଭିଯୋଗ ଥାନାରେ ଅଭିଯୋଗ ହୋଇଥିବା ବେଳେ ତଦନ୍ତ ପରେ ସତ୍ୟତା ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.