ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ପୁଣି ଖସିଲା ସୁନା-ରୂପା ଦାମ୍, ଜାଣନ୍ତୁ ଏବେ ଅଛି କେତେ…

ନୂଆଦିଲ୍ଲୀ ୧୩/୯: ଆଜି ଭାରତୀୟ ମାର୍କେଟରେ ସୁନା-ରୂପା ଶସ୍ତା ହୋଇଯାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଏବଂ ରୂପା ଉଭୟ ଦାମ୍ ଖସିଛି । ବୁଧବାର ସୁନା ୫୮,୫୦୦ ଟଙ୍କା ତଳକୁ ଖସିଛି । ଏହା ବ୍ୟତୀତ ରୂପା ମଧ୍ୟ ୭୧,୪୦୦ ପାଖାପାଖି ରହିଛି । ଏମସିଏକ୍ସରେ ସୁନା ଦାମ୍ ୦.୧୨ ପ୍ରତିଶତ ହ୍ରାସ ସହିତ ୫୮୫୫୬ ଟଙ୍କା ପ୍ରତି ୧୦ ଗ୍ରାମ ସ୍ତରରେ ରହିଛି । ସେହିଭଳି ରୂପା ଦାମ୍ ୦.୬୨ ପ୍ରତିଶତ ହ୍ରାସ ସହିତ ୭୧୪୮୬ ଟଙ୍କା ପ୍ରତି କିଲୋ ରହିଛି । 

ଅନ୍ତର୍ଜାତୀୟ ମାର୍କେଟ୍ କଥା କହିବା ତ ଏଠାରେ ମଧ୍ୟ ସୁନା-ରୂପା ଦାମ୍ ଖସିଛି । କମେକ୍ସରେ ସୁନା ଦାମ୍ ୧୯୩୩ ଡଲାର ପ୍ରତି ଆଉନ୍ସ ସ୍ତରରେ ରହିଛି । ଏହା ବ୍ୟତୀତ ରୂପା ମଧ୍ୟ ହ୍ରାସ ସହିତ ୨୩.୨୧ ଡଲାର ପ୍ରତି ଆଉନ୍ସ ଲେବଲରେ ରହିଛି । 

ରିଟାୟରମେଣ୍ଟରେ ମିଳିବ ୧ କୋଟିରୁ ମଧ୍ୟ ଅଧିକ ଟଙ୍କା, ଏହି ସରକାରୀ ସ୍କିମରେ ଲଗାନ୍ତୁ ପଇସା…

ଆଜି ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଦାମ୍ ୫୪,୬୫୦ ଟଙ୍କା ପ୍ରତି ୧୦ ଗ୍ରାମରେ ରହିଛି । ଏହା ବ୍ୟତୀତ ମୁମ୍ବାଇରେ ୫୪,୫୦୦ ଟଙ୍କା, କୋଲକାତାରେ ୫୪,୫୦୦ ଟଙ୍କା ଏବଂ ଚେନ୍ନାଇରେ ୫୪,୮୦୦ ଟଙ୍କା ପ୍ରତି ୧୦ ଗ୍ରାମରେ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.