କରଞ୍ଜିଆ,୧୬/୦୯: ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ରବିବାର ସନ୍ଧ୍ୟା ୬ ଟାରୁ ସୋମବାର ସକାଳ ୬ଟା ଭିତରେ ବରେହିପାଣିରେ ସର୍ବାଧିକ ୧୮୩.୮୯୬ ମିମି ବର୍ଷା ହୋଇଥିବା ବେଳେ ଚହଲାରେ ୧୫୧.୬ ମିମି, ରାମତୀର୍ଥରେ ୧୪୪.୭୮ ମିମି, ନଅଣାରେ ୧୨୦.୪ ମିମି ,କେଣ୍ଡୁମୁଣ୍ଡିରେ ୧୦୫.୪୧ ମିମି ଓ ଡୁକୁରାଠାରେ ୧୦୦.୮୩୮ ମିମି ବର୍ଷା ରେକର୍ଡ କରାଯାଇଛି । ଏ ନେଇ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପ ନିର୍ଦ୍ଦେଶକ ସାଇକିରନ୍ ଡି. ଏନ୍. ସୂଚନା ଦେଇଛନ୍ତି ।
ବିଜେପି ସାଂସଦଙ୍କ ବଡ ଦାବି, ବଦଳି ପାରନ୍ତି ଲୋକସଭାର...