ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ବିବାହରେ ଜୋରଦାର ଟଙ୍କା ଉଡ଼ାଉଛନ୍ତି ଭାରତୀୟ

ନୂଆଦିଲ୍ଲୀ, ୨୬।୬: ଦେଶରେ ବିବାହ ବଜାର ଦିନକୁ ଦିନ ଓସାରିଆ ହୋଇଚାଲିଛି । ଭାରତୀୟ ବିବାହ ଶିଳ୍ପର କାରବାର ଦ୍ରୁତ ବେଗରେ ବଢ଼ୁଛି । ଏହା ଏବେ ୧୩୦୦୦ କୋଟି ଡଲାର ସହ ଖାଦ୍ୟ ଏବଂ ଗ୍ରୋସରି ପରେ ଦ୍ୱିତୀୟ ବୃହତ୍‌ ବଜାର ପାଲଟିଛି । ଆଗାମୀ ଦିନରେ ଏହା ଆହୁରି ବ୍ୟାପକ ହେବାକୁ ଯାଉଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ନିବେଶକ ବ୍ୟାଙ୍କିଙ୍ଗ୍‌ ଏବଂ ପୁଞ୍ଜି ବଜାର ସଂସ୍ଥା ଜେଫରିଜ୍‌ର ରିପୋର୍ଟ ଅନୁସାରେ, ଭାରତୀୟ ବିବାହ ବଜାର ଆମେରିକା ବଜାରର ଦୁଇଗୁଣା । ତେବେ ଚୀନ୍‌ଠାରୁ ଏହା ଛୋଟ । 

ରିପୋର୍ଟ ଅନୁସାରେ, ଭାରତରେ ପ୍ରତି ବିବାହରେ ହାରାହାରି ଖର୍ଚ୍ଚ ପ୍ରାୟ ୧୫,୦୦୦ ଡଲାର ବା ୧୨.୫ ଲକ୍ଷ ଟଙ୍କା ରହିଛି । ଏକ ଭାରତୀୟ ଯୋଡ଼ା ବିବାହରେ ଯେତିକି ଖର୍ଚ୍ଚ କରନ୍ତି ତାହା ଶିକ୍ଷା(ପ୍ରାଥମିକଠାରୁ ସ୍ନାତକ ପର୍ଯ୍ୟନ୍ତ) ତୁଳନାରେ ପ୍ରାୟ ଦୁଇ ଗୁଣା । ଏହା ଆମେରିକା ଭଳି ଦେଶଠାରୁ ସମ୍ପୂର୍ଣ୍ଣ ବିପରୀତ ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.