ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଅକୁ ମୁକେଶଙ୍କ ୬୪୦ କୋଟିର ଭିଲ୍ଲା ଉପହାର

ନୂଆଦିଲ୍ଲୀ,୦୨/୦୬: ଜୁଲାଇ ୧୨ରେ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ  ବିବାହ ସମ୍ପନ୍ନ ହେବ । ବିବାହରେ ଅତିଥି ପ୍ରଦାନ କରୁଥିବା  ଉପହାରର ରିଟର୍ଣ୍ଣ ଗିଫ୍ଟରେ ରୁପା ସହ ସ୍ୱତନ୍ତ୍ର ସାମଗ୍ରୀ  ଦିଆଯିବ । ଏଥିରେ କଳାକୃତି ଏବଂ ଜୁରଲେରି ବକ୍ସ ସାମିଲ ମଧ୍ୟ ରହିବ । ତେଲେଙ୍ଗାନା କରିମ୍‌ନଗରର ରୁପା ତାରକସି  କାରିଗରଙ୍କୁ ଅର୍ଡର ଦିଆଯାଇଛି । ଏହି ଉପଲକ୍ଷେ ମୁକେଶ ଅମ୍ବାନି ନିଜ ସାନ ପୁଅ ଅନନ୍ତଙ୍କୁ ୬୫୦ କୋଟି ଟଙ୍କା  ମୂଲ୍ୟର ଦୁବାଇ ଭିତ୍ତିକ ଏକ ଭିଲା ଉପହାର ଦେଇଛନ୍ତି । ସେହିଭଳି ବୋହୂଙ୍କୁ ୪୫୧ କୋଟିର ହାର ଏବଂ ଅତିଥିଙ୍କ ଚର୍ଚ୍ଚାର ୧୫୦୦ କୋଟି ଖର୍ଚ୍ଚ ଯୋଜନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.