ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିରୋଧକୁ ନିଶାନା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଛ ପ୍ରଚାର କରୁଛନ୍ତି ବିରୋଧୀ

ଭବାନୀପାଟଣା, ୬।୫: ଭବାନୀପାଟଣା ଶ୍ରୀକ୍ରୀଷ୍ଣାନଗର ପଡ଼ିଆରେ ନବୀନଙ୍କ ରଣ ହୁଙ୍କାର । ବିରୋଧକୁ କଲେ ନିଶାନା । କହିଲେ ମିଛ ପ୍ରଚାର କରୁଛନ୍ତି ବିରୋଧୀ । ଖାଲି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କଳାହାଣ୍ଡିବାସୀଙ୍କୁ ଜୁହାର ଜଣାଇବା ସହ କାର୍ଯ୍ୟକ୍ରମରେ ଏତେ ମାତ୍ରାରେ ଜନସାଧାରଣ ଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ଆସନ୍ତା ୧୩ରେ କଳାହାଣ୍ଡିରେ ସାଧାରଣ ନିର୍ବାଚନ । ଜୁନ୍ ୯ରେ ଦିନ ସାଢ଼େ ୧୧ଟାରୁ ୧ ଭିତରେ ଷଷ୍ଠ ଥର ପାଇଁ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡିବାସୀଙ୍କ ଆଶିର୍ବାଦ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ସୋମବାର  ନୂଆପଡ଼ା ଜିଲ୍ଲାର ଖଡିଆଳକୁ ମଧ୍ୟ ନିର୍ବାଚନୀ ପ୍ରଚାରରେ ଆସୁଥିବା ସୂଚନା ମିଳିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.