ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ରାମ ମନ୍ଦିରରେ ପ୍ରବଳ ଭିଡ଼ କରିବାକୁ ଯୋଜନା,ପୁଣିଥରେ ହୋଇପାରେ ଗୋଧ୍ରା ଭଳି କାଣ୍ଡ: ଉଦ୍ଧବ ଠାକରେ

ନୂଆଦିଲ୍ଲୀ,୧୧।୯: ଶିବସେନା(ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକେର ରାମ ମନ୍ଦିର ଉଦଘାଟନକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି, ରାମ ମନ୍ଦିର ଉଦଘାଟନ ପାଇଁ ସାରା ଦେଶକୁ ଲୋକ ଉତ୍ତର ପ୍ରଦେଶରେ ଏକାଠି ହେବାରେ ଲାଗିଛନ୍ତି। ଏଭଳି ସ୍ଥିତିରେ ‘ପୁଣିଥରେ ଯାତ୍ରା’ ବେଳେ ‘ଗୋଧ୍ରା ଭଳି’ ଘଟଣା ଘଟିପାରେ। ଉଦ୍ଧବ ଠାକରେଙ୍କ ବୟାନ ଫଳରେ ରାଜନୈତିକ ସ୍ଥିତି ଗରମ ରହିଛି। 

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଯୋଧ୍ୟା ରାମ୍ ମନ୍ଦିର ଉଦଘାଟନକୁ ନେଇ ବଡ ବୟାନ ଦିଆଯାଇଛି। ସେ ରବିବାର ମୁମ୍ବାଇରୁ ୪୦୦ କିଲୋମିଟର ଦୂର ଜଳଗାଓଁରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି, ରାମ ମନ୍ଦିର ଉଦାଘଟନ ସମୟରେ ଗୋଧ୍ରା କାଣ୍ଡ ଭଳି ଘଟଣା ହୋଇପାରେ। ଉଦ୍ଧବ ଠାକରେ କହିଛନ୍ତି ଏଭଳି ସମ୍ଭବନା ରହିଛି ଯେ, ସରକାର ରାମ ମନ୍ଦିର ଉଦଘାଟନ ପାଇଁ ଏଠାରୁ ବସ୍‌ ଓ ଟ୍ରକ୍‌ରେ ବହୁ ସଂଖ୍ୟରେ ଲୋକଙ୍କୁ ନିମନ୍ତ୍ରଣ କରିପାରନ୍ତି ଓ ସେମାନେ ଫେରିବା ବେଳେ ଗୋଧ୍ରା ଭଳି ଘଟଣା ହୋଇପାରେ।’

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, କିଛି ଲୋକ କ୍ଷମତା ଲୋଭରେ ନିଜ ପାର୍ଟିର ବିଚାରଧାରାକୁ ଭୁଲି ଯାଇଛନ୍ତି। ଯେତେ‌ବେଳେ ଅନୁରାଗ ଠାକୁରଙ୍କୁ ଉଦ୍ଧବଙ୍କ ବୟାନ ଉପରେ ଟିପଣୀ ଦେବା ପାଇଁ କୁହାଯାଇଥିଲା ସେ କହିଥିଲେ, ମୋତେ ଜଣାନାହିଁ ବାଲାସାହେବ(ଶିବସେନାର ସ୍ବଗର୍ତ ସଂସ୍ଥାପକ ଓ ଉଦ୍ଧବ ଠାକରେଙ୍କ ବାପା) ଆଜି ଥିଲେ କ’ଣ ଭାବିଥାନ୍ତେ ? କ୍ଷମତା ଲୋଭରେ ଉଦ୍ଧବ ଏ କ’ଣ କରୁଛନ୍ତି ?

Copyright © 2022 - Summa Real Media Private Limited. All Rights Reserved.