ପ୍ରମୂଖ ଖବର
  • ଆମେରିକା ବନାମ ଆୟର୍ଲାଣ୍ଡ ମ୍ୟାଚ୍‌ ବାତିଲ, ଟି-୨୦ ବିଶ୍ବକପରୁ ପାକିସ୍ତାନ ଆଉଟ୍
  • ||
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ସକାଳ ୮ ରୁ ଗଣତି ଆରମ୍ଭ, ପ୍ରଥମେ ଗଣତି ହେବ ପୋଷ୍ଟାଲ ବାଲଟ୍

 ଭୁବନେଶ୍ବର,୩।୬ : ଓଡ଼ିଶାରେ ଅଢେଇ କୋଟି   ଭୋଟର ଦେଲେ ଭୋଟ। ମହିଳା ୭୫.୫୫ ପ୍ରତିଶତ  ଓ  ପୁରୁଷ ୭୩:୩୭ ପ୍ରତିଶତ ଭୋଟ ଦେଇଛନ୍ତି। ଆସନ୍ତାକାଲି ସକାଳ ୮ ରୁ ଗଣତି ଆରମ୍ଭ। ୭୦ କାଉଣ୍ଟି ସେଣ୍ଟର୍ ରେ ଗଣତି ହେବ। ୧ ଲକ୍ଷ ୪୭ ହଜାର ପୋଷ୍ଟଲ ବାଲଟ ସକାଳ ୮ ରୁ ଗଣତି ଆରମ୍ଭ ହେବ ବୋଲି  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। 

୩୫୮୯ ଇଭିଏମ୍ ଟେବୁଲ୍ ରହିଛି।  ୨୦ ରିଟର୍ଣିଂ ଅଫିସର ରହିବେ। ୧୨୪ ଅବଜରଭର ରହିବେ । ୧୩୯ ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡ ରୁ କମ ଗଣତି ହେବ ।  ୮ ଟି ରେ ୩୦ ରୁ ଅଧିକ ରାଉଣ୍ଡ ହେବ ।ପାଟକୁରା, ମୋହନା, ସରସକଣା, ରାଇରଙ୍ଗପୁର , ଆଳି, ଚିତ୍ରକୋଣ୍ଡା, ଲୁଇସିଂଗା, ବିଷମକଟକ ରେ ୩୦ ରୁ ଅଧିକ ରାଉଣ୍ଡ ରେ ହେବ ଗଣତି। ଏସି ହଲ ଭିତରେ ଗଣାହେବ । ବିଭିନ୍ନ ପବ୍ଲିକ ପ୍ଲେସ ରେ ବି ଲୋକେ ସବୁ ଅପଡେଟ ଜାଣି ପାରିବେ । ସେଥିପାଇଁ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। 

ଆହୁରି ପଢନ୍ତୁ : ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, କାଉଣ୍ଟିଙ୍ଗ ସେଣ୍ଟରକୁ ମୋବାଇଲ ମନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.