ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସକାଳ ୮ ରୁ ଗଣତି ଆରମ୍ଭ, ପ୍ରଥମେ ଗଣତି ହେବ ପୋଷ୍ଟାଲ ବାଲଟ୍

 ଭୁବନେଶ୍ବର,୩।୬ : ଓଡ଼ିଶାରେ ଅଢେଇ କୋଟି   ଭୋଟର ଦେଲେ ଭୋଟ। ମହିଳା ୭୫.୫୫ ପ୍ରତିଶତ  ଓ  ପୁରୁଷ ୭୩:୩୭ ପ୍ରତିଶତ ଭୋଟ ଦେଇଛନ୍ତି। ଆସନ୍ତାକାଲି ସକାଳ ୮ ରୁ ଗଣତି ଆରମ୍ଭ। ୭୦ କାଉଣ୍ଟି ସେଣ୍ଟର୍ ରେ ଗଣତି ହେବ। ୧ ଲକ୍ଷ ୪୭ ହଜାର ପୋଷ୍ଟଲ ବାଲଟ ସକାଳ ୮ ରୁ ଗଣତି ଆରମ୍ଭ ହେବ ବୋଲି  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। 

୩୫୮୯ ଇଭିଏମ୍ ଟେବୁଲ୍ ରହିଛି।  ୨୦ ରିଟର୍ଣିଂ ଅଫିସର ରହିବେ। ୧୨୪ ଅବଜରଭର ରହିବେ । ୧୩୯ ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡ ରୁ କମ ଗଣତି ହେବ ।  ୮ ଟି ରେ ୩୦ ରୁ ଅଧିକ ରାଉଣ୍ଡ ହେବ ।ପାଟକୁରା, ମୋହନା, ସରସକଣା, ରାଇରଙ୍ଗପୁର , ଆଳି, ଚିତ୍ରକୋଣ୍ଡା, ଲୁଇସିଂଗା, ବିଷମକଟକ ରେ ୩୦ ରୁ ଅଧିକ ରାଉଣ୍ଡ ରେ ହେବ ଗଣତି। ଏସି ହଲ ଭିତରେ ଗଣାହେବ । ବିଭିନ୍ନ ପବ୍ଲିକ ପ୍ଲେସ ରେ ବି ଲୋକେ ସବୁ ଅପଡେଟ ଜାଣି ପାରିବେ । ସେଥିପାଇଁ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। 

ଆହୁରି ପଢନ୍ତୁ : ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, କାଉଣ୍ଟିଙ୍ଗ ସେଣ୍ଟରକୁ ମୋବାଇଲ ମନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.