ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆମେରିକାକୁ ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ପାକିସ୍ତାନ , ବାବର ଆଜମ ଖେଳିଲେ ଅଧିନାୟକ ପାଳି

ନୂଆଦିଲ୍ଲୀ – ୟୁନାଇଟେଡ୍‌ ଷ୍ଟେଟ୍ସ ଅଫ୍‌ ଆମେରିକା ଓ ପାକିସ୍ତାନ ମଧ୍ୟରେ ,ଗୁରୁବାର ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୪ର ୧୧ତମ ମୁକାବିଲା ଖେଳାଯାଉଛି । ଆମେରିକାର ଅଧିନାୟକ ମୋନାଙ୍କ ପଟେଲେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନର ପ୍ରାରମ୍ଭିକ ବ୍ୟାଟିଂ ଲାଇନ୍‌ ଭଲ ନଥିଲା। ଟିମ୍‌ ପାୱାର ପ୍ଲେରେ ହିଁ ୩ ୱିକେଟ୍‌ ହରାଇ ଦେଇଥିଲା। ମହମ୍ମଦ ରିଜୱାନ ୮ଟି ବଲରେ ୯ ରନ୍‌ କରି ଆଉଟ୍ ହୋଇଥିଲେ।  ଉସମାନ ଖାନ ୩ରନ କରି ପାରି ଥିଲେ। ଫଖର ଜମାଂ ୭ଟି ବଲରେ ୧୧ ରନ୍‌ କରିଥିଲେ। 

ପାକିସ୍ତାନ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୫୯ ରନ୍‌ କରିଛି । ଅଧିନାୟକ ବାବର ଆଜମ ସର୍ବାଧିକ ୪୩ଟି ବଲରେ ୪୪ ରନ୍‌ କରିଛନ୍ତି । ଶାଦାବ ଖାନ ୨୫ଟି ବଲ୍‌ରେ ୪୦ ରନ୍‌ର ପାଳି ଖେଳିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.