ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ସ୍କର୍ପିଓରୁ ୨୪୦ ଲିଟର ମହୁଲୀ ମଦ ଜବତ, ୨ ଗିରଫ

ବଡ଼ବିଲ, ୦୬/୧୧ : ସ୍କର୍ପିଓରେ ଦେଶୀ ମହୁଲୀ ମଦ ଚୋରା ଚାଲାଣ ବେଳେ ଯୋଡ଼ା ଅବକାରୀ ବିଭାଗର ଚଢ଼ାଉ । ସ୍କର୍ପିଓ ସହ ୨୪୦ ଲିଟର ମହୁଲୀ ମଦ ଜବତ ହୋଇଛି। ଏହା ସହିତ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ । 

ସୂଚନାନୁଯାୟୀ, ଅଭିଯୁକ୍ତ ଦୁଇଜଣ ହେଲେ ଯୋଡ଼ା ହୁଡ଼ି ସାହିର ଇନ୍ଦ୍ରମଣି ବେହେରା ଓ ବିକାଶ ଖିଲାର । ଗତ ରାତିରେ ଏମାନେ ବାମେବାରୀ ଥାନା, ବନ୍ଧୁଆବେଡ଼ା ଅଞ୍ଚଳରୁ ଓଡି ୦୯ ଜି ୯୭୯୨ ନମ୍ବର ବିଶିଷ୍ଟ ସ୍କର୍ପିଓ ଯୋଗେ ୨୪୦ ଲିଟର ମହୁଲୀ ମଦ ଯୋଡ଼ା ଅଞ୍ଚଳକୁ ନେଇ ଆସୁଥିଲେ। ଏନେଇ ସୂଚନା ପାଇ ଯୋଡ଼ା ଅବକାରୀ ବିଭାଗର କର୍ମଚାରୀମାନେ ଜୁରୁଡ଼ି ନିକଟରେ ଗାଡ଼ିଟିକୁ ଧରିବାରେ ସକ୍ଷମ ହୋଇଥିଲେ । ଜବତ ସ୍କର୍ପିଓଟି ରାଜୁ ପାତ୍ର ନାମକ ବ୍ୟକ୍ତିଙ୍କ ନାମରେ ରହିଥିବା ଜଣାପଡିଛି।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.