ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନଭେମ୍ବର ୨୦ରେ ମୟୂରଭଞ୍ଜ ଆସୁଛନ୍ତି ରାଷ୍ଟ୍ରପତି ! ବାଦାମପାହାଡ଼ରେ ୩ ଟ୍ରେନ୍‌ର ଶୁଭାରମ୍ଭ କରିବେ

ରାଇରଙ୍ଗପୁର, ୦୫/୧୧: ନଭେମ୍ବର ୨୦ରେ ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ବାଦାମପାହାଡ଼ ରେଲୱେ ରୁଟ୍‌ରେ ପ୍ରସ୍ତାବିତ ୩ ନୂତନ ଟ୍ରେନ୍‌ ରାଷ୍ଟ୍ରପତିଙ୍କ କରକମଳରେ ଲୋକାର୍ପିତ ହେବ । ସେହିଦିନ ହିଁ ଅନ୍ୟ ଏକ ଟ୍ରେନ୍‌ ଟାଟାରୁ ରାଉରକେଲାକୁ ଗଡ଼ିବ । ଉକ୍ତ ଦିନ ବାଦାମପାହାଡ଼ ରେଳଷ୍ଟେସନରେ  ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ । ସେଠାରୁ ରାଷ୍ଟ୍ରପତି ୩ଟି ଟ୍ରେନ୍‌ର ଶୁଭାରମ୍ଭ  କରିବେ ବୋଲି ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଇରଙ୍ଗପୁର ବିଧାୟକ ନବଚରଣ  ମାଝି । ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ  ହେବାକୁ ଯାଉଥିବାରୁ ଏଥିନିମନ୍ତେ ବିଧାୟକ  କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.