ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଏବେ ହ୍ୱାଟ୍ସଆପ୍‌ରେ ଆସିବ ଆକର୍ଷଣୀୟ ଫିଚର , ଟେଲିଗ୍ରାମ୍ ଓ ସିଗନାଲ ଆପ୍ସର ମେସେଜ୍‌ ବି ପାଇ ପାରିବେ ୟୁଜର !

ନୂଆଦିଲ୍ଲୀ – ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ୱାଟସ୍ଆପ୍‌ର ଆଣ୍ଡ୍ରଏଡ୍‌ ଭର୍ସନରେ ୟୁଜରଙ୍କୁ ଖୁବ୍‌ ଶୀଘ୍ର ଅନ୍ୟ ଥାର୍ଡ-ପାର୍ଟି ଆପ୍ସର ଚ୍ୟାଟ୍‌ ସପୋର୍ଟ ମିଳିପାରିବ। ଅର୍ଥାତ୍ ଟେଲିଗ୍ରାମ୍‌ ଓ ସିଗନାଲ ଭଳି ମେସେଜିଂ ଆପ୍ସର ମେସେଜ୍‌ଗୁଡ଼ିକୁ ମଧ୍ୟ ଆପଣ ହ୍ୱାଟ୍ସଆପ୍‌ରେ ରିସିଭ୍‌ କରି ପାରିବେ ଏବଂ ଏହି ଆପ୍ସର ୟୁଜରଙ୍କ ସହ ମଧ୍ୟ ଚ୍ୟାଟିଂ କରି ପାରିବେ। ବାସ୍ତବରେ ହ୍ୱାଟ୍ସଆପ୍‌କୁ ଏମିତି ୟୁରୋପିଆନ ୟୁନିୟନ (ଇୟୁ) ରେଗ୍ୟୁଲେସନ୍ସ ଯୋଗୁଁ କରିବାକୁ ପଡ଼ୁଛି।

ହ୍ୱାଟ୍ସଆପ୍‌ରେ ଭୁଲ୍‌ ମେସେଜ ଚାଲିଗଲେ ଏମିତି କରନ୍ତୁ ଏଡିଟ୍ , ଦ୍ୱିତୀୟ ଥର ଆଉ ଟାଇପ୍‌ କରିବାକୁ ପଡ଼ିବ ନାହିଁ …

ମେଟାର ଓନରସିପ୍‌ରେ ମେସେଜିଂ ପ୍ଲାଟଫର୍ମର ଅପଡେଟ୍‌ସ ଓ ଫିଚରଙ୍କୁ ମନିଟର କରୁଥିବା ପ୍ଲାଟଫର୍ମ  WABetaInfo ବଡ଼ ପରିବର୍ତ୍ତନର ସୂଚନା ଦେଇଛି। ୟୁରୋପିଅନ ୟୁନିୟନ ଡିଜିଟଲ ମାର୍କେଟ୍ସ ଆକ୍ଟ (ଡିଏମଏ) ମେଟାକୁ ଗେଟ୍‌କିପର ମନେକରିଛି। ଯେଉଁଥି ପାଇଁ ଏହା ଅନିବାର୍ଯ୍ୟ ହୋଇଯାଏ କି ସେ ନିଜ ୟୁଜରଙ୍କୁ ମାର୍ଚ୍ଚ , ୨୦୨୪ ସୁଦ୍ଧା ଅନ୍ୟ ମେସେଜିଂ ଆପ୍‌ ୟୁଜରଙ୍କ ସହ ଚ୍ୟାଟିଂର ବିକଳ୍ପ ବି ଦେବ।  

ହ୍ୱାଟ୍ସଆପ୍‌ରେ ଏବେ ପଠାଇ ପାରିବେ HD ଭିଡ଼ିଓ , ଏମିତି କାମ କରିଥାଏ ନୂଆ ଫିଚର

ଏମିତି କାମ କରିବା ନୂଆ ହ୍ୱାଟ୍ସଆପ୍‌ ଫିଚର –

ନୂଆ ଫିଚର ସହ ଯଦିକେହି ଟେଲିଗ୍ରାମ ୟୁଜର ଚାହିଁବେ ତ ବିନା ହ୍ୱାଟ୍ସଆପ୍ ଆକାଉଣ୍ଟରେ କୌଣସି ବି ହ୍ୱାଟ୍ସଆପ୍‌ ୟୁଜରଙ୍କୁ ମେସେଜ କରି ପାରିବେ। ଏହିପରି ସିଗନାଲ ଆପ୍‌ ୟୁଜର ଓ ଅନ୍ୟ ଲୋକପ୍ରିୟ ମେସେଜିଂ ଆପ୍ସର ୟୁଜର ମଧ୍ୟ ହ୍ୱାଟ୍ସଆପ୍‌ରେ ମେସେଜ୍ କରିପାରିବେ। ଏହିପରି ହ୍ୱାଟ୍ସଆପ୍‌ ୟୁଜରଙ୍କୁ ଏହି ଆପ୍ସ ଡାଉନଲୋଡ ନକରି ବି ଏହାର ୟୁଜରଙ୍କ ସହ ଚ୍ୟାଟିଂର ସହଜ ବିକଳ୍ପ ଦିଆଯିବ । 

Copyright © 2022 - Summa Real Media Private Limited. All Rights Reserved.