ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ନିର୍ବାଚନ ପ୍ରଚାର ବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଉପରକୁ ପଥର ମାଡ଼ , ଜଗନ ମୋହନ ରେଡ୍ଡୀ ଆହତ

ବିଜୟୱାଡା : ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ପଥର ମାଡ଼। ନିର୍ବାଚନ ପ୍ରଚାର କରିବାକୁ ଯାଉଥିବା ବେଳେ ତାଙ୍କ ଉପରକୁ ପଥର ଫିଙ୍ଗା ଯାଇଛି। ଏଥିରେ ସେ ଆହତ ହୋଇଥିବା ଖବର ଆସିଛି। ସୂଚନା ମୁତାବିକ , ସେ ବିଜୟୱାଡାରେ ନିର୍ବାଚନ ପ୍ରଚାର କରୁଥିଲେ। ଏହି ସମୟରେ କେହି ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ଉପରକୁ ପଥର ଫିଙ୍ଗି ଥିଲା। ପଥର ତାଙ୍କ ଠାରେ ବାଜି ତାଙ୍କର ଆଖି ପାଖରେ କ୍ଷତ ସୃଷ୍ଟି ହୋଇଛି। 

ୱାଇଏସଆର କଂଗ୍ରେସ ପାର୍ଟି ପ୍ରମୁଖ ଜଗନ ମୋହନ ରେଡ୍ଡୀ ଏକ ବସ୍‌ରେ ପ୍ରଚାର କରୁଥିଲେ। ପଥର ଆସି ମୁଖ୍ୟମନ୍ତ୍ରୀଙ୍କର ମୁହଁର ବାମ କଡ଼ରେ ଟିକିଏ ଉପରକୁ ବାଜିଥିଲା, ଯେଉଁଥିରେ ତାଙ୍କର ଆଖି ଅଳ୍ପକେ ରକ୍ଷା ପାଇ ଯାଇଛି। ରିପୋର୍ଟରେ କୁହାଯାଇଛି କି ତାଙ୍କର ଦୁଇଟି ଷ୍ଟିଚ୍‌ ହୋଇପାରେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.