ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୮ ଲୋକସଭା ଓ ୪୭ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ନୂଆପଡ଼ାରୁ ଲଢିବେ ପିସିସି ସଭାପତି ଶରତ ପଟ୍ଟନାୟକ

ଭୁବନେଶ୍ଵର, ୦୨/୦୪ :  ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ୮ ଲୋକସଭା ଓ ୪୭ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ବୀରମିତ୍ରପୁର ଓ ବଣାଇ ଆସନକୁ ଇଣ୍ଡି ମେଣ୍ଟର ସହଯୋଗୀ ଜେଏମ୍‌ଏମ୍‌ ଏବଂ ସିପିଆଇଏମ୍ ପାଇଁ ଛାଡ଼ିଛି ଦଳ। ନୂଆପଡ଼ାରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦଳ ମଇଦାନକୁ ଓହ୍ଲାଇଛି। ରାଜ୍ୟରେ କଂଗ୍ରେସର ଏକମାତ୍ର ଲୋକସଭା ସାଂସଦ ସପ୍ତଗିରି ଉଲ୍‌କାଙ୍କୁ ଦଳ ପୁଣି ଥରେ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ କରିଛି। 

ବିଧାନସଭା ପ୍ରାର୍ଥୀ-

ପଦ୍ମପୁର- ଟଙ୍କଧର ସାହୁ

ବିଜେପୁର- କିଶୋର ଦଫାଦର

ବରଗଡ଼-ନିପନ କୁମାର ଦାସ

ଭଟଲୀ- ବ୍ରହ୍ମା ମହାକୁଡ଼

ବ୍ରଜରାଜନଗର- କିଶୋର ଚନ୍ଦ୍ର ପଟେଲ

ତଳସରା- ପ୍ରବୋଧ ତିର୍କୀ

ସୁନ୍ଦରଗଡ଼- ସୁଧାରାଣୀ ରାଉଦିଆ

ରଘୁନାଥପାଲି- ଗୋପାଳ ଦାସ

ରାଉରକେଲା- ବିରେନ୍ଦ୍ର ନାଥ ପଟ୍ଟନାୟକ 

ରାଜଗାଙ୍ଗପୁର- ସିଏସ୍. ରାଜନ ଏକ୍କା

ଲୋଇସିଂହା- ଓମ୍ ପ୍ରକାଶ କୁମ୍ଭାର

ପାଟଣାଗଡ଼- ଅନୀଲ ମେହେର

ବଲାଙ୍ଗୀର- ସମରେନ୍ଦ୍ର ମିଶ୍ର

କଣ୍ଟାବାଞ୍ଜି- ସନ୍ତୋଷ ସିଂ ସାଲୁଜା

ନୂଆପଡ଼ା- ଶରତ ପଟ୍ଟନାୟକ

ଉମରକୋଟ- ସନରାଜ୍ ଗଣ୍ଡୋ

ଝରିଗାଁ- ହରବତି ଗଣ୍ଡ

ନବରଙ୍ଗପୁର- ଦିଲ୍ଲୀପ ପ୍ରଧାନ

ଡାବୁଗାଁ- ଲିପିକା ମାଝି

ଲାଞ୍ଜିଗଡ଼- ବଳଭଦ୍ର ମାଝି

ଜୁନାଗଡ଼- ଟୁଳେଶ୍ଵର ନାୟକ

ଧର୍ମଗଡ଼- ରଶ୍ମିରେଖା ରାଉତ

ଭବାନୀପାଟଣା- ସାଗର ଚରଣ ଦାସ

ନର୍ଲା- ଭକ୍ତ ଚରଣ ଦାସ

ବାଲିଗୁଡ଼ା- ସୁରଦା ପ୍ରଧାନ

ଜି.ଉଦୟଗିରି- ପ୍ରଫୁଲ ଚନ୍ଦ୍ର ପ୍ରଧାନ

ଫୁଲବାଣୀ- ପ୍ରତିଭା କହଁର

କଣ୍ଟାମାଳ- ମନୋଜ କୁମାର ଆଚାର୍ଯ୍ୟ

ବୌଦ୍ଧ- ନବ କୁମାର ମିଶ୍ର

ଭଞ୍ଜନଗର- ପ୍ରସାନ୍ତ କୁମାର ବିଶୋଇ

ପୋଲସରା- ଅଗସ୍ତି ବରଡ଼ା

କବିସୂର୍ଯ୍ୟନଗର- ଚିରଞ୍ଜିବ ବିଶୋଇ

ସୋରଡ଼ା- ହରେକୃଷ୍ଣ ରଥ

ସାନଖେମୁଣ୍ଡି- ରମେଶ ଚନ୍ଦ୍ର ଜେନା

ଚିକିଟି- ରବିନ୍ଦ୍ର ନାଥ ଦ୍ୟାନ ସାମନ୍ତରାୟ

ମୋହନା- ଦାଶରଥୀ ଗମାଙ୍ଗ

ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ

ଗୁଣପୁର- ସତ୍ୟଜିତ୍ ଗମାଙ୍ଗ

ବିଷମକଟକ- ନୀଳମାଧବ ହିକ୍‌କା

ରାୟଗଡ଼ା- କଦ୍ରକ ଆଲ୍‌ପାସ୍ଵାମୀ

ଲକ୍ଷ୍ମୀପୁର- ପବିତ୍ର ସୁଆନ୍ତ

କୋଟପାଡ଼- ଅନାମ ଦିଆନ

ଜୟପୁର- ତାରାପ୍ରସାଦ ବାହିନୀପତି

କୋରାପୁଟ- କୃଷ୍ଣଚନ୍ଦ୍ର କୁଲଦୀପ

ପଟାଙ୍ଗୀ- ରାମଚନ୍ଦ୍ର କଦମ

ମାଲକାନଗିରି- ମାଲା ମାଧି 

ଚିତ୍ରକୋଣ୍ଡା- ମଙ୍ଗୁ ଖିଲା

ଲୋକସଭା ପ୍ରାର୍ଥୀ-

ବରଗଡ଼- ସଞ୍ଜୟ ଭୋଇ

ସୁନ୍ଦରଗଡ଼- ଜନାର୍ଦ୍ଦନ ଦେହୁରୀ

ବଲାଙ୍ଗୀର- ମନୋଜ ମିଶ୍ର

କଳାହାଣ୍ଡି- ଦ୍ରୌପଦୀ ମାଝି

ନବରଙ୍ଗପୁର- ଭୁଜବଳ ମାଝି

କନ୍ଧମାଳ- ଅମିର ଚନ୍ଦ୍ର ନାୟକ

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.