ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

୮ ଲୋକସଭା ଓ ୪୭ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ନୂଆପଡ଼ାରୁ ଲଢିବେ ପିସିସି ସଭାପତି ଶରତ ପଟ୍ଟନାୟକ

ଭୁବନେଶ୍ଵର, ୦୨/୦୪ :  ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ୮ ଲୋକସଭା ଓ ୪୭ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ବୀରମିତ୍ରପୁର ଓ ବଣାଇ ଆସନକୁ ଇଣ୍ଡି ମେଣ୍ଟର ସହଯୋଗୀ ଜେଏମ୍‌ଏମ୍‌ ଏବଂ ସିପିଆଇଏମ୍ ପାଇଁ ଛାଡ଼ିଛି ଦଳ। ନୂଆପଡ଼ାରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦଳ ମଇଦାନକୁ ଓହ୍ଲାଇଛି। ରାଜ୍ୟରେ କଂଗ୍ରେସର ଏକମାତ୍ର ଲୋକସଭା ସାଂସଦ ସପ୍ତଗିରି ଉଲ୍‌କାଙ୍କୁ ଦଳ ପୁଣି ଥରେ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ କରିଛି। 

ବିଧାନସଭା ପ୍ରାର୍ଥୀ-

ପଦ୍ମପୁର- ଟଙ୍କଧର ସାହୁ

ବିଜେପୁର- କିଶୋର ଦଫାଦର

ବରଗଡ଼-ନିପନ କୁମାର ଦାସ

ଭଟଲୀ- ବ୍ରହ୍ମା ମହାକୁଡ଼

ବ୍ରଜରାଜନଗର- କିଶୋର ଚନ୍ଦ୍ର ପଟେଲ

ତଳସରା- ପ୍ରବୋଧ ତିର୍କୀ

ସୁନ୍ଦରଗଡ଼- ସୁଧାରାଣୀ ରାଉଦିଆ

ରଘୁନାଥପାଲି- ଗୋପାଳ ଦାସ

ରାଉରକେଲା- ବିରେନ୍ଦ୍ର ନାଥ ପଟ୍ଟନାୟକ 

ରାଜଗାଙ୍ଗପୁର- ସିଏସ୍. ରାଜନ ଏକ୍କା

ଲୋଇସିଂହା- ଓମ୍ ପ୍ରକାଶ କୁମ୍ଭାର

ପାଟଣାଗଡ଼- ଅନୀଲ ମେହେର

ବଲାଙ୍ଗୀର- ସମରେନ୍ଦ୍ର ମିଶ୍ର

କଣ୍ଟାବାଞ୍ଜି- ସନ୍ତୋଷ ସିଂ ସାଲୁଜା

ନୂଆପଡ଼ା- ଶରତ ପଟ୍ଟନାୟକ

ଉମରକୋଟ- ସନରାଜ୍ ଗଣ୍ଡୋ

ଝରିଗାଁ- ହରବତି ଗଣ୍ଡ

ନବରଙ୍ଗପୁର- ଦିଲ୍ଲୀପ ପ୍ରଧାନ

ଡାବୁଗାଁ- ଲିପିକା ମାଝି

ଲାଞ୍ଜିଗଡ଼- ବଳଭଦ୍ର ମାଝି

ଜୁନାଗଡ଼- ଟୁଳେଶ୍ଵର ନାୟକ

ଧର୍ମଗଡ଼- ରଶ୍ମିରେଖା ରାଉତ

ଭବାନୀପାଟଣା- ସାଗର ଚରଣ ଦାସ

ନର୍ଲା- ଭକ୍ତ ଚରଣ ଦାସ

ବାଲିଗୁଡ଼ା- ସୁରଦା ପ୍ରଧାନ

ଜି.ଉଦୟଗିରି- ପ୍ରଫୁଲ ଚନ୍ଦ୍ର ପ୍ରଧାନ

ଫୁଲବାଣୀ- ପ୍ରତିଭା କହଁର

କଣ୍ଟାମାଳ- ମନୋଜ କୁମାର ଆଚାର୍ଯ୍ୟ

ବୌଦ୍ଧ- ନବ କୁମାର ମିଶ୍ର

ଭଞ୍ଜନଗର- ପ୍ରସାନ୍ତ କୁମାର ବିଶୋଇ

ପୋଲସରା- ଅଗସ୍ତି ବରଡ଼ା

କବିସୂର୍ଯ୍ୟନଗର- ଚିରଞ୍ଜିବ ବିଶୋଇ

ସୋରଡ଼ା- ହରେକୃଷ୍ଣ ରଥ

ସାନଖେମୁଣ୍ଡି- ରମେଶ ଚନ୍ଦ୍ର ଜେନା

ଚିକିଟି- ରବିନ୍ଦ୍ର ନାଥ ଦ୍ୟାନ ସାମନ୍ତରାୟ

ମୋହନା- ଦାଶରଥୀ ଗମାଙ୍ଗ

ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ

ଗୁଣପୁର- ସତ୍ୟଜିତ୍ ଗମାଙ୍ଗ

ବିଷମକଟକ- ନୀଳମାଧବ ହିକ୍‌କା

ରାୟଗଡ଼ା- କଦ୍ରକ ଆଲ୍‌ପାସ୍ଵାମୀ

ଲକ୍ଷ୍ମୀପୁର- ପବିତ୍ର ସୁଆନ୍ତ

କୋଟପାଡ଼- ଅନାମ ଦିଆନ

ଜୟପୁର- ତାରାପ୍ରସାଦ ବାହିନୀପତି

କୋରାପୁଟ- କୃଷ୍ଣଚନ୍ଦ୍ର କୁଲଦୀପ

ପଟାଙ୍ଗୀ- ରାମଚନ୍ଦ୍ର କଦମ

ମାଲକାନଗିରି- ମାଲା ମାଧି 

ଚିତ୍ରକୋଣ୍ଡା- ମଙ୍ଗୁ ଖିଲା

ଲୋକସଭା ପ୍ରାର୍ଥୀ-

ବରଗଡ଼- ସଞ୍ଜୟ ଭୋଇ

ସୁନ୍ଦରଗଡ଼- ଜନାର୍ଦ୍ଦନ ଦେହୁରୀ

ବଲାଙ୍ଗୀର- ମନୋଜ ମିଶ୍ର

କଳାହାଣ୍ଡି- ଦ୍ରୌପଦୀ ମାଝି

ନବରଙ୍ଗପୁର- ଭୁଜବଳ ମାଝି

କନ୍ଧମାଳ- ଅମିର ଚନ୍ଦ୍ର ନାୟକ

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.