ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଲେଶ୍ୱର ଜୁରିଆପାଟଣା ଗାଁରେ ହାତୀ ଉପଦ୍ରବ, ଅଞ୍ଚଳବାସୀ ଆତଙ୍କିତ

ନୀଳଗିରି, ୬।୫: ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧିନ ଜୁରିଆପାଟଣା ଗାଁରେ ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଶିଲା କୁଳଡିଆ ହାତୀ । ଦୀର୍ଘ ୬ ଘଣ୍ଟା ଧରି ହାତରେ ଟର୍ଚ୍ଚ ଲାଇଟ୍ ସହାୟତାରେ ହାତୀ ଘଉଡ଼ାଇଲେ ଗ୍ରାମବାସୀ । ବ୍ୟାପକ ଉପଦ୍ରବ କରିବା ପରେ ସବୁଜ ବାହିନୀ କର୍ମଚାରୀଙ୍କ ସହାୟତାରେ ଗ୍ରାମବାସୀ ହାତୀଟିକୁ ଘଉଡ଼ାଇଥିଲେ । ତେବେ ଲୋକଙ୍କ ଧନଜୀବନକୁ ଦୃଷ୍ଟିରେ ରଖି ଜୁରିଆପାଟଣା ଅଞ୍ଚଳରେ ପାଟ୍ରୋଲିଙ୍ଗକୁ କଡ଼ାକଡ଼ି କରିବାକୁ ଅଞ୍ଚଳବାସୀଙ୍କ ଦାବି କରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.