ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ବିଧାୟକ ପ୍ରଶାନ୍ତ ଜଗଦେବ

କଟକ,୦୯/୦୬: ଗତ ୨୯  ତାରିଖରୁ ଏସ୍‌ସିବି ମେଡିସିନ୍‌ ବିଭାଗରେ ଚିକିତ୍ସାଧୀନ ଥିବା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି । ଆଉ ସେପରି ଜଟିଳ ସମସ୍ୟା ନାହିଁ । ଫଳରେ ତାଙ୍କୁ ରବିବାର ଏସ୍‌ସିବିରୁ ଡିସ୍‌ଚାର୍ଜ କରିବା ଲାଗି ଡାକ୍ତରୀ ଟିମ୍‌ ନିଷ୍ପତ୍ତି ନେଇଛି । ଡିସ୍‌ଚାର୍ଜ ହେଲେ ମଧ୍ୟ ସେ ଡାକ୍ତରୀ ପରାମର୍ଶରେ ରହିବେ ବୋଲି  ଡାକ୍ତରଖାନା ପକ୍ଷରୁ କୁହାଯାଇଛି ।  

ସୂଚନାଥାଉକି, ଇଭିଏମ୍‌ ଭାଙ୍ଗିବା ମାମଲାରେ ଗିରଫ ବିଧାୟକ ଶ୍ରୀ ଜଗଦେବଙ୍କ ଶରୀରରେ ରକ୍ତ ଶର୍କରା ପରିମାଣ ବଢ଼ିଯିବାରୁ ସେ ଗୁରୁତର  ହୋଇପଡ଼ିଥିଲେ । ତାଙ୍କୁ ଖୋର୍ଦ୍ଧା ପୁଲିସ୍‌  ଟିମ୍‌ ଏସ୍‌ସିବି ମେଡିସିନ୍‌ ବିଭାଗରେ ଭର୍ତ୍ତି କରିଥିଲେ । ବିଧାୟକଙ୍କ ଚିକିତ୍ସା  ଲାଗି ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଡାକ୍ତରୀ  ଟିମ୍‌ ଗଠନ କରାଯାଇଥିଲା

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.