ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ନିର୍ବାଚନ ପ୍ରସ୍ତୁତିକୁ ନେଇ ପୋଲିସ DGPଙ୍କ ପ୍ରତିକ୍ରିୟା, ନକ୍ସଲ ଅଧ୍ୟୁଷିତ ରାଜ୍ୟଙ୍କ ସହ ଚାଲିଛି ବୈଠକ

ଭୁବନେଶ୍ଵର, ୦୧/୦୪ : ଓଡ଼ିଶା ପୋଲିସର ନିର୍ବାଚନ ପ୍ରସ୍ତୁତିକୁ ନେଇ ପୋଲିସ DGP ଅରୁଣ କୁମାର ଷଡଙ୍ଗୀଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ଯେ, ନକ୍ସଲ ଅଧ୍ୟୁଷିତ ରାଜ୍ୟଙ୍କ ସହ DG ସ୍ତରୀୟ ବୈଠକ ଚାଲୁଛି। ଝାଡଖଣ୍ଡ , ଛତିଶଗଡ, ପଶ୍ଚିମବଙ୍ଗରେ DG ସ୍ତରୀୟ, ରେଞ୍ଜ ଏସପି ସ୍ତରୀୟ ବୈଠକ ହୋଇ ସରିଛି। ଆଜି ପଶ୍ଚିମବଙ୍ଗ DGଙ୍କ ସହ ଆଜି ବୈଠକ ହେବ। 

ବିଶେଷ କରି ନକ୍ସଲ ଅଧ୍ୟୁଷିତ ରାଜ୍ୟରେ କିପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ହୋଇ ପାରିବ ସେନେଇ DG ସ୍ତରୀୟ ବୈଠକରେ ଆଲୋଚନା କରାଯାଇଛି। ସୀମା ସଂଲଗ୍ନ ରାଜ୍ୟ ସହ ଜଏଣ୍ଟ ଅପରେସନ ଚାଲିଛି। କଳା ଟଙ୍କା, ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ମାଦକ ଦ୍ରବ୍ୟ ଚାଲାଣ ଉପହାର ବଣ୍ଟନ ଉପରେ ନଜର ରହିଛି।


  • prameyanews
  • PrameyaOdia
  • prameya
  • General Election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.