ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ପ୍ରସ୍ତୁତିକୁ ନେଇ ପୋଲିସ DGPଙ୍କ ପ୍ରତିକ୍ରିୟା, ନକ୍ସଲ ଅଧ୍ୟୁଷିତ ରାଜ୍ୟଙ୍କ ସହ ଚାଲିଛି ବୈଠକ

ଭୁବନେଶ୍ଵର, ୦୧/୦୪ : ଓଡ଼ିଶା ପୋଲିସର ନିର୍ବାଚନ ପ୍ରସ୍ତୁତିକୁ ନେଇ ପୋଲିସ DGP ଅରୁଣ କୁମାର ଷଡଙ୍ଗୀଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ଯେ, ନକ୍ସଲ ଅଧ୍ୟୁଷିତ ରାଜ୍ୟଙ୍କ ସହ DG ସ୍ତରୀୟ ବୈଠକ ଚାଲୁଛି। ଝାଡଖଣ୍ଡ , ଛତିଶଗଡ, ପଶ୍ଚିମବଙ୍ଗରେ DG ସ୍ତରୀୟ, ରେଞ୍ଜ ଏସପି ସ୍ତରୀୟ ବୈଠକ ହୋଇ ସରିଛି। ଆଜି ପଶ୍ଚିମବଙ୍ଗ DGଙ୍କ ସହ ଆଜି ବୈଠକ ହେବ। 

ବିଶେଷ କରି ନକ୍ସଲ ଅଧ୍ୟୁଷିତ ରାଜ୍ୟରେ କିପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ହୋଇ ପାରିବ ସେନେଇ DG ସ୍ତରୀୟ ବୈଠକରେ ଆଲୋଚନା କରାଯାଇଛି। ସୀମା ସଂଲଗ୍ନ ରାଜ୍ୟ ସହ ଜଏଣ୍ଟ ଅପରେସନ ଚାଲିଛି। କଳା ଟଙ୍କା, ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ମାଦକ ଦ୍ରବ୍ୟ ଚାଲାଣ ଉପହାର ବଣ୍ଟନ ଉପରେ ନଜର ରହିଛି।


  • prameyanews
  • PrameyaOdia
  • prameya
  • General Election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.