ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟେସ୍‌ଲା ପାଇଁ ଚିପ୍‌ ବନାଇବ ଟାଟା, ଇ-ଯାନ ନିର୍ମାତା ଲାଗି ଟାଟା ଗ୍ରୁପ ସହ ଚୁକ୍ତି

ନୂଆଦିଲ୍ଲୀ,୧୬/୦୪: ଟେସ୍‌ଲାର ସମସ୍ତ କାର ପାଇଁ ସେମିକଣ୍ଡକ୍ଟର ଚିପ୍‌ ବନାଇବ ଟାଟା । ଆମେରିକାଭିତ୍ତିକ ଏହି  ଇ-ଯାନ ନିର୍ମାତା ଏଥିଲାଗି ଟାଟା ଗ୍ରୁପ ସହ ଚୁକ୍ତିରେ ସାମିଲ ହୋଇଛି । 

ଏକ ରିପୋର୍ଟ ମୁତାବକ, ଟାଟା ଇଲେକ୍‌ଟ୍ରୋନିକ୍ସ ଟେସ୍‌ଲାର ଗ୍ଲୋବାଲ ସପ୍ଲାଏ ଲାଗି ଚିପ୍‌ ପ୍ରସ୍ତୁତ କରିବ । ଆଗାମୀ କିଛି ଦିନ ମଧ୍ୟରେ ଟେସ୍‌ଲା ସିଇଓ ଏଲନ ମସ୍କ  ଭାରତ ଗସ୍ତରେ ଆସିବେ । ଏହାର ଅବ୍ୟବହିତ ପୂର୍ବରୁ  ୨ କମ୍ପାନି ଚୁକ୍ତିରେ ସାମିଲ ହୋଇଛନ୍ତି । ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି । ଘରୋଇ ବଜାରରେ ଟେସଲା ପ୍ଲାଣ୍ଟ ସମ୍ପର୍କରେ  ଏହି ସମୟରେ ଘୋଷଣା ହେବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.