ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଟେସ୍‌ଲା ପାଇଁ ଚିପ୍‌ ବନାଇବ ଟାଟା, ଇ-ଯାନ ନିର୍ମାତା ଲାଗି ଟାଟା ଗ୍ରୁପ ସହ ଚୁକ୍ତି

ନୂଆଦିଲ୍ଲୀ,୧୬/୦୪: ଟେସ୍‌ଲାର ସମସ୍ତ କାର ପାଇଁ ସେମିକଣ୍ଡକ୍ଟର ଚିପ୍‌ ବନାଇବ ଟାଟା । ଆମେରିକାଭିତ୍ତିକ ଏହି  ଇ-ଯାନ ନିର୍ମାତା ଏଥିଲାଗି ଟାଟା ଗ୍ରୁପ ସହ ଚୁକ୍ତିରେ ସାମିଲ ହୋଇଛି । 

ଏକ ରିପୋର୍ଟ ମୁତାବକ, ଟାଟା ଇଲେକ୍‌ଟ୍ରୋନିକ୍ସ ଟେସ୍‌ଲାର ଗ୍ଲୋବାଲ ସପ୍ଲାଏ ଲାଗି ଚିପ୍‌ ପ୍ରସ୍ତୁତ କରିବ । ଆଗାମୀ କିଛି ଦିନ ମଧ୍ୟରେ ଟେସ୍‌ଲା ସିଇଓ ଏଲନ ମସ୍କ  ଭାରତ ଗସ୍ତରେ ଆସିବେ । ଏହାର ଅବ୍ୟବହିତ ପୂର୍ବରୁ  ୨ କମ୍ପାନି ଚୁକ୍ତିରେ ସାମିଲ ହୋଇଛନ୍ତି । ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି । ଘରୋଇ ବଜାରରେ ଟେସଲା ପ୍ଲାଣ୍ଟ ସମ୍ପର୍କରେ  ଏହି ସମୟରେ ଘୋଷଣା ହେବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.