ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ

ଭୁବନେଶ୍ୱର ୦୧/୦୭: ଆସନ୍ତା ଦୁଇ ଦିନ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।  ୩ ତାରିଖରୁ ମୌସୁମୀ ସକ୍ରିୟ ରହିବା ସହ ପ୍ରବଳ  ବର୍ଷା ହେବ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ  କରିଛନ୍ତି । 

ରବିବାର ନବରଙ୍ଗପୁରରେ ସର୍ବାଧିକ  ୪୭ମିମି ବର୍ଷା ହୋଇଛି। ବାରିପଦାରେ ୨୭, ଖୋର୍ଦ୍ଧାରେ ୨୫ମିମି, ପାରଳାଖେମୁଣ୍ଡିରେ ୧୯.୪, ମାଲକାନଗିରିରେ ୨୧ମିମି, ସୋନପୁରରେ ୧୦,  କଟକରେ ୮ମିମି ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ  ବାଙ୍କୀରେ ୧୧୭ମିମି, ବାଲେଶ୍ୱର ଭୋଗରାଇରେ ୧୦୫,  ନୟାଗଡ଼ ରଣପୁରରେ ୧୦୨, ବାଲେଶ୍ୱର ବାହାନଗାରେ  ୧୦୦, ପୁରୀ ସତ୍ୟବାଦୀରେ ୮୬, ମୟୂରଭଞ୍ଜ  ଚନ୍ଦୁଆରେ ୮୫, ଖୋର୍ଦ୍ଧା ଟାଙ୍ଗୀରେ ୭୮, ପୁରୀରେ  ୭୩.୮, ବେଗୁନିଆରେ ୬୪ ମିମି ବର୍ଷା ହୋଇଛି ।

  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.