ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭଦ୍ରକରେ ୧୪୪ ଜାରି, ଜୁନ ୨ ପର୍ଯ୍ୟନ୍ତ କଟକଣା

ଭଦ୍ରକ,୩୦।୫ :  ଭଦ୍ରକ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ୧୪୪ ଧାରା ଜାରି କରାଯାଇଛି । ଜିଲ୍ଲାପାଳ ଏହାକୁ   ଜାରି କରିଛନ୍ତି  । ଗୁରୁବାର ସନ୍ଧ୍ୟା ୬ଟାରୁ ଏହା ଜାରି କରାଯାଇଛି। ଆସନ୍ତା  ଜୁନ ୨ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଏଥିରେ କୌଣସି ସ୍ଥାନରେ ୫ ରୁ ଅଧିକ ଲୋକେ ଏକାଠି ନହେବା ପାଇଁ ନିର୍ଦ୍ଦେଶ  ଦିଆଯାଇଛି। ସେହିପରି ଗୁରୁବାର  ସନ୍ଧ୍ୟା ୬ଟା ପରେ ବାହାର ଜିଲ୍ଲାର କୌଣସି ଲୋକ ହୋଟେଲ କିମ୍ବା ଗେଷ୍ଟ ହାଉସରେ ନ ରହିବା ପାଇଁ ନିର୍ଦ୍ଦେଶ  ଦିଆଯାଇଛି। 

ଆହୁରି ପଢନ୍ତୁ : ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣା : ମୁଖ୍ୟ ଶାସନ ସଚିବ ଘଟଣାସ୍ଥଳରେ ପହଞ୍ଚି କଲେ ଅନୁଧ୍ୟାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.