ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେନ୍ଦୁଝରରେ ବିଜେପିର ମୋହନ ମାଝୀ ବିଜୟୀ

ଭୁବନେଶ୍ବର,୪।୬ : କେନ୍ଦୁଝର ବିଧାନସଭା ଆସନରେ ବିଜେପିର ମୋହନ ଚରଣ ମାଝୀ ପୁଣି ଥରେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ମିନା ମାଝୀଙ୍କୁ ୧୧ହଜାରରୁ ଉର୍ଦ୍ଧ୍ବ ଭୋଟରେ ପରାସ୍ତ କରିଛନ୍ତି। ମୋହନ ମାଝୀଙ୍କୁ ୮୭୮୧୫ ଖଣ୍ଡ ଭୋଟ ମିଳିଥିବା ବେଳେ ମୀନା ମାଝୀଙ୍କୁ ୭୬୨୩୮ ଖଣ୍ଡ ଭୋଟ ମିଳିଛି।  କଂଗ୍ରେସର ପ୍ରତିଭା ମଞ୍ଜରୀ ନାୟକ ୧୧୯୦୪ ଖଣ୍ଡ ଭୋଟ ପାଇଛନ୍ତି। ୨୦୧୯ରେ ମୋହନ ମାଝୀ ଏଠାରୁ ବିଜୟୀ ହୋଇଥିଲେ।  ଚଳିତ  ନିର୍ବାଚନରେ  ଜନସାଧାରଣ ତାଙ୍କ ଉପରେ  ପୁଣି ଭରସା କରିଛନ୍ତି।  

ଆହୁରି ପଢନ୍ତୁ : ଆଠଗଡରେ ଗଡ ରଖିଲେ ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.