ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଧ୍ୟବିତ୍ତଙ୍କୁ ଉପହାର, ଗାଁରେ ମିଳିବ ଆଉ ୨କୋଟି ପିଏମ୍ ଆବାସ

ନୂଆଦିଲ୍ଲୀ,୧।୨: ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟବିତ୍ତଙ୍କ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିଛନ୍ତି ବଡ ଘୋଷଣା। ସରକାର ମଧ୍ୟବିତ୍ତଙ୍କ ପାଇଁ ବିଶେଷ ଆବାସ ଯୋଜନା ନେଇ ଆସିବେ। ଏହି ଯୋଜନାର ଲାଭ ଭଡା ଘରେ, ବସ୍ତି ଏବଂ ଚଲ୍‌ରେ ରହୁଥିବା ଲୋକଙ୍କୁ ମିଳିବ। ଅର୍ଥମନ୍ତ୍ରୀ କହିଛନ୍ତି, କୋଡିଭ ମହାମରୀ ପରେ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଅନୁସାରେ, ୩ କୋଟି ଘର ମିଳିସାରିଛି। ସେଭଳି ଆଗାମୀ ଦୁଇ ବର୍ଷରେ ଦୁଇ କୋଟି ନୂଆ ଘର ମଧ୍ୟ ଦିଆଯିବ।

ଅର୍ଥମନ୍ତ୍ରୀ ଗୁରୁବାର ସଂସଦରେ ଅନ୍ତରୀଣ ବଜେଟ୍‌ ଆଗତ କରି କହିଛନ୍ତି, ୧ କୋଟି ଲୋକଙ୍କ ଘରେ ସୂର୍ଯ୍ୟଦୋୟ ଯୋଜନା ଅନୁସାରେ ସୋଲାର ପ୍ୟାନେଲ ଲଗାଇ ୩୦୦ ୟୁନିଟ୍‌ ମାଗଣା ବିଜୁଳି ଉପଲବ୍ଧ କରାଯିବ। ଏହାଛଡା  ଅର୍ଥମନ୍ତ୍ରୀ କହିଛନ୍ତି, ସରକାର ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନୁସାରେ, ମୋଟ ୨୨.୫ ଲକ୍ଷ କୋଟି ଟଙ୍କାର ୪୩ କୋଟି ଲୋନ୍ ଦେଇଛନ୍ତି।  ଗତ ୧୦ ବର୍ଷରେ ମହିଳାଙ୍କୁ ୩୦ କୋଟି ମୁଦ୍ରା ଲୋନ୍ ଦିଆଯାଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.