ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ଫ୍ରାଇଡେ ରିଲିଜ୍‌ରେ ମୁକ୍ତିଲାଭ କରୁଛି ଓଡ଼ିଆ ସିନେମା ‘ବାବାଜୀ କା ଠୁଲୁ’

ଭୁବନେଶ୍ୱର,୩୦/୦୮:  ଫ୍ରାଇଡେ ରିଲିଜ୍‌ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି  ହାସ୍ୟରସାତ୍ମକ ଓଡ଼ିଆ ଚଳଚ୍ଚିତ୍ର ‘ବାବାଜୀ  କା ଠୁଲୁ’ । ଏହାର ଗ୍ରାଣ୍ଡ୍‌ ପ୍ରିମିୟର୍‌  ଭୁବନେଶ୍ୱରର ଏକ ମଲ୍ଟିପ୍ଲେକ୍ସରେ  ଅନୁଷ୍ଠିତ ହେଉଛି । ଏହି ଚଳଚ୍ଚିତ୍ରର  ନାୟକ ଭୂମିକାରେ ଦେବରାଜ ଥିବାବେଳେ  ନାୟିକା ରହିଛନ୍ତି ନବାଗତା ସ୍ୱାତୀ ।  ଅନ୍ୟାନ୍ୟ ଚରିତ୍ରରେ ସ୍ୱର୍ଗତ ମିହିର ଦାସଙ୍କ ସମେତ ଜୀବନ ପଣ୍ଡା, ପ୍ରଜ୍ଞା,  ଦେବୁ ବ୍ରହ୍ମା, ସଲିଲ ମିତ୍ର, ପୁଷ୍ପା ପଣ୍ଡା, ଦେବୀ ବାରିକ ଓ ଉଷସୀ ମିଶ୍ର । 

ଲର୍ଡ  ଜଗନ୍ନାଥ ଫିଲ୍ମସ୍‌ ବ୍ୟାନରରେ ପ୍ରସ୍ତୁତ  ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି  ରଞ୍ଜନ ମିଶ୍ର । ସିନେମାର କାହାଣୀ ରଚନା  ସହ ପ୍ରଯୋଜନା କରିଛନ୍ତି ବାବୁ ସିଂ ।  ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବାବୁ-ସୌରଭ ଯୋଡ଼ି । ସଂଳାପ ଲେଖିଛନ୍ତି  ବିଜୟ ରାଉଳ । ବାପୁ ଗୋସ୍ୱାମୀ, ମୋହିତ  ଚକ୍ରବର୍ତ୍ତୀ ଓ ଓମ୍‌କାର ଗୀତଗୁଡ଼ିକ ରଚନା କରିଥିବାବେଳେ କଣ୍ଠଦାନ କରିଛନ୍ତି  ବିଭୁକିଶୋର, ଅସୀମା ପଣ୍ଡା, ପ୍ରୀତିନନ୍ଦା,  ଇତିଶ୍ରୀ, ଶକ୍ତି ମିଶ୍ର ଓ ସୌରଭ । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.