ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ଚିକିଟି ମଦ ମୃତ୍ୟୁ ଘଟଣା : ଆଉ ଜଣେ ଗିରଫ, ମଦରେ ମିଶୁଥିବା ଚେର ମୂଳି ଜବତ

ବ୍ରହ୍ମପୁର,୨୯।୮ :  ଚିକିଟି ମଦ ମୃତ୍ୟୁ ଘଟଣାରେ ପୁଲିସର ଚଢାଉ ଜାରୀ ରହିଛି।  ଜଣକ ପରେ ଜଣଙ୍କୁ ପୋଲିସ ଗିରଫ କରୁଛି। ଗୁରୁବାର ଆଉ ଜଣଙ୍କୁ ପୋଲିସ ଗିରଫ କରିଛି। ମଦ ପ୍ରସ୍ତୁତକାରୀ ସୁଦାମ ମଲ୍ଲିକଙ୍କୁ  ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।  ଏହି ଘଟଣାରେ ଗିରଫ ସଂଖ୍ୟା ୧୧ରେ ପହଞ୍ଚିଛି। ଏଥିସହ ମଦରେ ମିଶାଉଥିବା ଚେରମୁଳି ପୋଲିସ ଜବତ କରିଛି। 

ମଦ ପ୍ରସ୍ତୁତ ବେଳେ ଯେଉଁ ଚେରକୁ ବ୍ୟବହାର କରା ଯାଉଥିଲା ସେହି ଚେରକୁ ପୁଲିସ ଜବତ କରିବାରେ ସକ୍ଷମ ହୋଇଛି।  ସଉଦି ଚେରକୁ ଜବତ କରା ଯାଇଛି। ଜବତ ଚେରକୁ ପରୀକ୍ଷା ପାଇଁ ପରୀକ୍ଷାଗାରାକୁ ପଠା ଯାଇଥିବା ଏସପି ସ୍ୱାର୍ଥକ ଷଡ଼ଙ୍ଗୀ କହିଛନ୍ତି।

 ସୂଚନାଯୋଗ୍ୟ ଯେ ଚିକିଟି ବ୍ଲକରେ ବିଷାକ୍ତ ମଦ ପିଇ  ଜେନାପୁର ଗାଁର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ ଜଣ ଅସୁସ୍ଥ ହୋଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି ହୋଇଥିଲେ । ଏହି ଘଟଣା ପରେ ପୋଲିସ ଚଢାଉ କରି ପୂର୍ବରୁ ୧୦ ଜଣଙ୍କୁ ଗିରଫ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.