ପ୍ରମୁଖ ଖବର
  • ସାଲେପୁର : ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ବେପାରୀ ଫେରାର
  • ||
  • ଚାନ୍ଦବାଲିରୁ ଶାହାଙ୍କ ହୁଙ୍କାର । ଚିଟଫଣ୍ଡ ଦୁର୍ନୀତିଖୋରଙ୍କୁ ଜେଲ ପଠାଇବୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବୁ
  • ||
  • ବାଣୀବିହାର ସତସଙ୍ଗ ପାର୍କ ଆଗରେ ପୋଲିସ ଗାଡ଼ି ଦୁର୍ଘଟଣା, ୭ ଆହତ
  • ||
  • ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ଭୁଷୁଡିଲା ପଥର ଖଦାନ, ୧୦ ଶ୍ରମିକ ଚାଲିଗଲା ଜୀବନ, ଏକାଧିକ ଆହତ
  • ||
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ପ୍ରଚଣ୍ଡ ଗ୍ରୀଷ ତାତିକୁ ନେଇ ଟ୍ୱିନ ସିଟିରେ ରେଡ୍ ଓ୍ୱାର୍ଣ୍ଣିଂ, ତାପମାତ୍ରା ୪୬ଂ ଛୁଇଁବା ସମ୍ଭାବନା

ଭୁବନେଶ୍ୱର ୨୮/୦୪: ପ୍ରଚଣ୍ଡ ଗ୍ରୀଷ ତାତିକୁ ନେଇ ଟ୍ବିନ ସିଟିକୁ ରେଡ୍ ଆଲର୍ଟ। ଭୁବନେଶ୍ବର ଓ କଟକ ପାଇଁ ରେଡ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ। ଭୀଷଣ ଗ୍ରୀଷ୍ମପ୍ରବାହ ସମ୍ଭାବନା ଥିବା ବେଳେ ରାଜଧାନୀର ତାତି ୪୬ଂ ଛୁଇଁବା ଆଶଙ୍କା। ଉପକୂଳରୁ ପଶ୍ଚିମ, ଉତ୍ତର, ଦକ୍ଷିଣ ଆଉ ଆଭ୍ୟନ୍ତରୀଣ ସାରା ଓଡ଼ିଶା ଜଳୁଛି। ସକାଳ ସାଢ଼େ ଭୁବନେଶ୍ୱରରେ ୩୩.୪° ତାପମାତ୍ରା ରେକର୍ଡ କରାଯାଇଛି।




ପାଣିପାଗ ବିଭାଗ ସୂଚନା ମୁତାବିକ, ରବିବାର ସକାଳ ୮ ଟା ୩୦ ସୁଦ୍ଧା ଅନୁଗୁଳରେ ସବୁଠୁ ତତଲା ସହର ପାଲଟିଛି। ଅନୁଗୁଳରେ ୩୬°,ଭବାନୀପାଟଣାରେ ୩୫.୫°,ତାଳଚେରରେ ୩୫.୪°,ବାରିପଦାରେ ୩୫.୨°,ବାଲେଶ୍ୱରରେ ୩୪.୮°,ଝାରସୁଗୁଡାରେ ୩୪.୪°,କେନ୍ଦୁଝରରେ ୩୪.୮°,ଟିଟଲାଗଡରେ ୩୪°,ଭଦ୍ରକରେ ୩୩.୫°,ଭୁବନେଶ୍ୱରରେ ୩୩.୪°,କଟକରେ ୩୩.୨°,ସମ୍ବଲପୁରରେ ୩୩.୨°,ଚାନ୍ଦବାଲିରେ ୩୩ ଡିଗ୍ରୀ  କରାଯାଇଛି।


  • PrameyaOdia
  • prameya
  • Weather
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.