ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

‘ସିଟାଡେଲ: ହନି ବନି’ରେ ଆକ୍ସନ୍ କରିବେ ସାମନ୍ଥା, ଷ୍ଟଣ୍ଟ୍ ପାଇଁ ନେଇଛନ୍ତି କଡ଼ା ତାଲିମ

ମୁମ୍ବାଇ ୦୩/୦୪: ଏଥର ପରଦାରେ ଆକ୍ସନ୍‌ କରିବେ ସାମନ୍ଥା ରୁଥ୍‌ ପ୍ରଭୁ । ଅପ୍‌କମିଙ୍ଗ ସିରିଜ୍‌ ‘ସିଟାଡେଲ: ହନି ବନି’ରେ ତାଙ୍କର ଦମ୍‌ଦାର ଆକ୍ସନ୍‌ ଦେଖିବାକୁ ପାଇବେ ଦର୍ଶକ । ଏହା ପୂର୍ବରୁ ସେ ‘ଦ ଫ୍ୟାମିଲି ମ୍ୟାନ୍‌’ରେ ଆକ୍ସନ୍‌ କରିଥିଲେ । ତେବେ ‘ସିଟାଡେଲ’ର ଆକ୍ସନ୍‌ ପୂରାପୂରି ଭିନ୍ନ ବୋଲି ସେ କହିଛନ୍ତି । ‘ଦ ଫ୍ୟାମିଲି ମ୍ୟାନ୍‌’ରେ ରଜୀ ଚରିତ୍ରରେ ସାମନ୍ଥାଙ୍କ ଆକ୍ସନ୍‌ ସିନ୍‌କୁ ଖୁବ୍‌ ପ୍ରଶଂସା କରିଥିଲେ ଦର୍ଶକ । ଏ ଥର ‘ସିଟାଡେଲ’ରେ ଷ୍ଟଣ୍ଟ୍‌ ପାଇଁ ସେ କଡ଼ା ତାଲିମ ନେଇଛନ୍ତି । 

ପ୍ରତ୍ୟେକ ଆକ୍ସନ୍‌ ସିନ୍‌ ପାଇଁ ଜୋରଦାର ପ୍ରସ୍ତୁତି କରିଥିବା କଥା ସେ କହିଛନ୍ତି । ଏହି ସିରିଜ୍‌ରେ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ବରୁଣ ଧୱନ । ବହୁ ଦିନ ହେଲା ପରଦାରେ କିଛି ଭିନ୍ନ କରିବାକୁ, ଖାସ୍‌ କରି ଷ୍ଟଣ୍ଟ୍‌ କରିବାକୁ ଚାହୁଁଥିଲେ ସାମନ୍ଥା । ‘ଦ ଫ୍ୟାମିଲି ମ୍ୟାନ୍‌’ ପରେ ‘ସିଟାଡେଲ’ ଜରିଆରେ ଏହି ସୁଯୋଗ ତାଙ୍କୁ ମିଳିଲା । ଏଥିରେ ନିଜର ଆକ୍ସନ୍‌ ସିନ୍‌କୁ ନେଇ ସେ ଖୁବ୍‌ ଉତ୍ସାହିତ ଥିବା କହିଛନ୍ତି । ଦର୍ଶକ ତାଙ୍କର ଏହି ଭିନ୍ନ ଦିଗକୁ ପସନ୍ଦ କରିବେ ବୋଲି ସେ ଆଶାବାଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.