ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ଲାଗି ଭାରତର ପ୍ରସ୍ତାବକୁ ଆମେରିକାର ସମର୍ଥନ

ନୂଆଦିଲ୍ଲୀ,୨୨/୯ : କ୍ବାଡ ସମ୍ମିଳନୀରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷୀକ ବାର୍ତ୍ତା କେତେକ ଦୃଷ୍ଟିରୁ ବହୁ ଗୁରୁତ୍ବପୂର୍ଣ୍ଣ ବୋଲି ଧରାଯାଉଛି । ଏହି ଆଲୋଚନାରୁ ଗୋଟିଏ କଥା ଏହା ଆସୁଛି କି ବାଇଡେନ ଭାରତର ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(UNSC ) ରେ ସଂସ୍କାର ହେବା ଆବଶ୍ୟକ ବୋଲି ଦାବିକୁ ସମର୍ଥନ କରିଛନ୍ତି । ଭାରତ କହି ଆସୁଛି କି ବର୍ତ୍ତମାନ ବୈଶ୍ବିକ ପରିସ୍ଥିତିକୁ ଦେଖି ଏହି ଗ୍ରୁପରେ ପରିବର୍ତ୍ତନ ନିହାତି ଆବଶ୍ୟକ ଅଟେ ।

ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ୟୁଏନଏସସିରେ ଭାରତର ସ୍ଥାୟୀ ସଦସ୍ୟତାର ମୁଦ୍ଦା ଆମେରିକା ସାମ୍ନାରେ ଉଠାଇଛନ୍ତି । ବାଇଡେନ ସହ ଭେଟଘାଟ ସମୟରେ ପିଏମ ମୋଦୀ କହିଛନ୍ତି କି ୟୁଏନଏସସିର ଗଠନ ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ ହୋଇଥିଲା । ସେତେବେଳର ବୈଶ୍ବିକ ପରିସ୍ଥିତି ବହୁତ ଭିନ୍ନ ଥିଲା। ସେହି ପରିସ୍ଥିତିକୁ ଧ୍ୟାନରେ ରଖି ଦେଶକୁ ସେଥିରେ ସାମିଲ କରାଯାଇଥିଲା । କିନ୍ତୁ ଏବେ ବହୁ ଲମ୍ବା ସମୟ ହୋଇଗଲାଣି। ବର୍ତ୍ତମାନର ବୈଶ୍ବିକ ସ୍ଥିତି ବହୁତ ଭିନ୍ନ ଅଟେ । ଏଭଳି ସ୍ଥଳେ ୟୁଏନଏସସିର ସଂସ୍କାର ଆବଶ୍ୟକ ଅଟେ । ଆମେରିକା ଭାରତର ୟୁଏନଏସସିରେ ସ୍ଥାୟୀ ସଦସ୍ୟର ସମର୍ଥନ କରିଛି । ଜୋ ବାଇଡେନ ଏହି କଥାକୁ ମାନିଛନ୍ତି କି ଭାରତକୁ ଏହି ସମୂହରେ ସ୍ଥାନ ମିଳିବା ଆବଶ୍ୟକ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.