ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଫିରିଙ୍ଗିଆ ବ୍ଲକର ୨ ପଞ୍ଚାୟତ ସଭାପତି

ଫିରିଙ୍ଗିଆ, ୩୦।୫ :  ଚଳିତ ସାଧାରଣ ନିର୍ବାଚନରେ ଦଳବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ବିଜୁ ଜନତା ଦଳ ତରଫରୁ ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଫିରିଙ୍ଗିଆ ବ୍ଲକ ର ଦୁଇ ପଂଚାୟତ ସଭାପତିଙ୍କୁ ଦଳରୁ ନିଲମ୍ବନ କରିଛି।  ସେମାନେ ହେଲେ ବନ୍ଧଗଡ଼ ପଞ୍ଚାୟତର ବିଜୁ ଜନତା ଦଳ ପଞ୍ଚାୟତ ସଭାପତି ପ୍ରକାଶ ଚନ୍ଦ୍ର ରଣା ଓ ରତଙ୍ଗ ପଂଚାୟତ ର ପଞ୍ଚାୟତ ସଭାପତି ପ୍ରକାଶ ଚନ୍ଦ୍ର ନାୟକ I 

ଚଳିତ ସାଧାରଣ ନିର୍ବାଚନରେ ଏହି ଦୁଇ ପଞ୍ଚାୟତ ସଭାପତି ଦଳକୁ ଅଣଦେଖା କରି ଦଳବିରୋଧୀ କାର୍ଯ୍ୟ କରିଥିବା ଦଳକୁ ସୂଚନା ମିଳିଥିଲା I ଏହି ଘଟଣାକୁ ନେଇ ଦଳର ଜିଲ୍ଲା ସଭାପତିଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ବ୍ଲକ ବିଜେଡି ସଭାପତି ରଜନୀକାନ୍ତ ମଳିକ ଦଳର ନିଷ୍ପତ୍ତି କ୍ରମେ ଵିଧିବଦ୍ଧ ଭାବରେ ଏହି ଦୁଇ ସଭାପତିଙ୍କୁ ଦଳରୁ ନିଳମ୍ବନ କରିଥିବା ନିର୍ଦେଶ ଦେଇଛନ୍ତି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.