ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଲାମୁରେ ହେବ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ କଥା ପ୍ରସଙ୍ଗ, ଝାଡ଼ଖଣ୍ଡ ହାଇକୋର୍ଟ ହଟେଇଲେ ଡିସିଙ୍କ ରୋକ୍

ରାଞ୍ଚି : ପଲାମୁର ରଜୱାଡିହ ଠାରେ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ (ବାଗେଶ୍ୱର ଧାମ)ଙ୍କର କଥା ଆୟୋଜନ ପାଇଁ ହାଇକୋର୍ଟଙ୍କ ଠାରୁ ସର୍ତ୍ତମୂଳକ ଅନୁମତି ମିଳିଛି। ହାଇକୋର୍ଟ କହିଛନ୍ତି ଯେ , ଧାର୍ମିକ ଆୟୋଜନ  ଓ କଥା ପ୍ରସଙ୍ଗକୁ ରୋକା ଯାଇ ପାରିବ ନାହିଁ। ସରକାର ସୁଚାରୁ ରୂପେ ଆୟୋଜନ ନେଇ କିଛି ସର୍ତ୍ତ ରଖି ପାରନ୍ତି। 

ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ଯୁବତୀ ଦେଲେ ଏମିତି ପ୍ରତିକ୍ରିୟା , ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଏହାସହ କୋର୍ଟ ଏହି ପିଟିସନକୁ ଅନୁମୋଦିତ କରିଛନ୍ତି। ପଲାମୁ ଡିସି କଥାର ଆୟୋଜନର ଅନୁମତି ଦେଇ ନଥିଲେ। ଏହା ବିରୋଧରେ ହାଇକୋର୍ଟରେ ପିଟିସନ ଦାଏର କରାଯାଇ ଥିଲା। କଥାର ଆୟୋଜନ ୧୦ରୁ ୧୫ ଫେବ୍ରୁଆରୀ ଯାଏ ହେବାର ଅଛି। 

ପଲାମୁର ଡିସି ଶଶି ରଞ୍ଜନ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ କଥା ପାଇଁ ଅନୁମତି ଦେବାକୁ ମନା କରିଦେଇ ଥିଲେ। ସେ କହିଥିଲେ କି ଯେଉଁଠି ଆୟୋଜନ ପ୍ରସ୍ତାବିତ ଅଛି , ତାହା ଏକ ନଦୀ କୂଳ ଏବଂ ଏଥିରେ ଇକୋ ସିଷ୍ଟମ ପ୍ରଭାବିତ ହେବ । ଏହାପରେ ଆୟୋଜକମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.