ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଥମୁନି ଟିଟିପି ଆତଙ୍କବାଦୀଙ୍କ ଆତଙ୍କ, ପାକିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ

Image Courtesy: Internet

ପେଶାଓ୍ବାର, ୦୭/୦୯: ଟିଟିପି ଆତଙ୍କବାଦୀଙ୍କ ଟାର୍ଗେଟରେ ପାକିସ୍ତାନର ସେନା । ପୁଣି ଆତ୍ମଘାତୀ ବିସ୍ଫୋରଣ କଲା ଟିଟିପି । ଖୈବର ପଖତନୁଖ୍ବାରେ ଏକ ସେନା ଗାଡ଼ି ନିକଟରେ ଆତ୍ମଘାତୀ ବିସ୍ଫୋରଣ ନେଇ ଖବର ମିଳିଛି । ତେବେ ଏଥିରେ ଆକ୍ରମଣକାରୀ ନିଜକୁ ଉଡ଼ାଇ ଦେଇଛି । ହେଲେ ଏହି ଆକ୍ରମଣରେ କେହି ମୃତାହତ ହୋଇନଥିବା କୁହାଯାଉଛି ।

ଆୟର୍ଲାଣ୍ଡ: ସବୁଠାରୁ ଶସ୍ତା ଏୟାରଲାଇନ୍ସର ସିଇଓଙ୍କ ମୁହଁରେ କେକ୍‌ ବୋଳିଲେ ପରିବେଶବିତ୍‌

ତେବେ ମିଳିଥିବା ସୂଚନା ଅନୁସାରେ, ଆକ୍ରମଣକାରୀ ନିଜ ଶୀରରରେ ବୋମା ଖଞ୍ଜି ନିଜକୁ ଉଡ଼ାଇ ଦେଇଥିଲା । ବଜିରସ୍ତାନ ନିକଟରେ ଭୟାବହ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ନେଇ ଖବର ମିଳିବା ପରେ ପୋଲିସ ଏବଂ ସେନା ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେଠାରେ ଘେରାବନ୍ଦୀ କରିବା ସହ ବିସ୍ଫୋରଣର ମାଷ୍ଟରମାଇଣ୍ଡ ପାଇଁ ଅପରେସନ ଚଳାଇଛନ୍ତି ।

ଅନ୍ୟପଟେ ଆଜି ବଲୁଚିସ୍ତାନର ରାଜଧାନୀରେ ପାକିସ୍ତାନ ସେନା ୫ ଜଣ ଟିଟିପି ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ ମାଧ୍ୟମରେ ଟିଟିପି ଆତଙ୍କବାଦୀଙ୍କୁ କାବୁ କରିଥିଲେ ପାକ୍ ସେନା । ଏହା ସହ ଇସଲାମିକ ଷ୍ଟେଟ୍‌ (ଆଇଏସଆଇଏସ) ଆତଙ୍କବାଦୀଙ୍କୁ ମଧ୍ୟ ହତ୍ୟା କରିଛି ପାକ ସେନା ।  ଆଜି ମୋଟ ୧୩ ଜଣ ଆତଙ୍କବାଦୀଙ୍କୁ ମାରିଛି ପାକିସ୍ତାନ ସେନା ।

You can also read: ଲୋକେ ମାଂସ ଖାଉଛନ୍ତି ଏଥିପାଇଁ ହିମାଚଳରେ ଆସୁଛି ବିପର୍ଯ୍ୟୟ , ଆଇଆଇଟି ନିର୍ଦ୍ଦେଶକଙ୍କ ବୟାନକୁ ନେଇ ବଢ଼ିଲା ବିବାଦ

khyber pakhtunkhwa
TTP organisation

Copyright © 2022 - Summa Real Media Private Limited. All Rights Reserved.